ଅମରକଣ୍ଟକ ଏକ୍ସପ୍ରେସ
ଦେଖଣା
ଅମରକଣ୍ଟକ ଏକ୍ସପ୍ରେସ (12853/12854) ଭାରତୀୟ ରେଳବାଇ ର ଏକ ସୁପରଫାଷ୍ଟ ଟ୍ରେନ । ଏହା ଦୈନିକ ମଧ୍ୟ ପ୍ରଦେଶ ର ଭୋପାଲ ଜଙ୍କସନ ଠାରୁ ବାହାରି ଛତିଶଗଦ ରାଜ୍ୟ ର ଦୁର୍ଗ ପର୍ଯ୍ୟନ୍ତ ଯାତ୍ରା କରେ । ଏହି ଟ୍ରେନ ଭୋପାଳ - ବିଲାସପୁର ମହାନଦୀ ଏକ୍ସପ୍ରେସ ସ୍ଥାନ ରେ ପ୍ରଚଳିତ ହେଲା ।
ଏହି ଟ୍ରେନ ପ୍ରସିଦ୍ଧ ତୀର୍ଥ ସ୍ଥଳୀ ଅମରକଣ୍ଟକ ଦେଇ ଯାଉଥିବାରୁ ଏହାକୁ ଅମରକଣ୍ଟକ ନାମ ଦିଆଯାଇଥିଲା । ଏହି ସ୍ଥଳ ରୁ ନର୍ମଦା ନଦୀ ର ଉପତ୍ତି ହେଇଥାଏ ।
ଆଗମନ ଓ ପ୍ରସ୍ଥାନ
ଭୋପାଳ ରୁ ଟ୍ରେନ ଦୈନିକ 3.40 PM ରେ ବାହାରି ଅନନ୍ୟ ଦିନ 7.55 AM ରେ ଦୁର୍ଗ ପହଞ୍ଚିବା ସହ ଦୁର୍ଗ ରୁ 6.20PM ରେ ବାହାରେ । ଏହି ଟ୍ରେନ 28 ଟି ସ୍ଥାନ ରେ ରହଣି କରିଥାଏ । [୧]
ଗତି
ଏହି ଟ୍ରେନ ର ହାରାହାରି ଗତି 54 କିଲୋମିଟର ପ୍ରତି ଘଣ୍ଟା ।