ଗୋଣ୍ଡିଆ
ଦେଖଣା
Gondia
गोंदिया Gondiya | |
---|---|
City | |
Nickname: Rice City | |
Country | India |
State | Maharashtra |
District | Gondia |
Government | |
• Type | Local |
• Body | Municipal Council |
Area | |
• ସମୁଦାୟ | 30 km2 (10 sq mi) |
Elevation d | 300 m (1,000 ft) |
Population | |
• Total | ୧,୩୨,୮୨୧ |
• Rank | 256 |
• Density | 4,400/km2 (11,000/sq mi) |
Language | |
Time zone | UTC+5:30 (IST) |
PIN | 441601,441614 |
Telephone code | +91-07182 |
ଯାନବାହାନ ପଞ୍ଚୀକରଣ | MH-35 |
Sex ratio | 991 per 1000 male. ♂/♀ |
Website | gondia |
ଗୋଣ୍ଡିଆ , କେନ୍ଦ୍ର ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ଏକ ମୁଖ୍ୟ ସହର । ଏହାକୁ ରାଇସ ସିଟି କୁହାଯାଏ କାରଣ ଠାରେ ବହୁ ସଂଖ୍ୟା ରେ ରାଇସ ମିଲ ସବୁ ରହିଛି । ଏହାକୁ ମହାରାଷ୍ଟ୍ରର ପ୍ରବେଶ ପଥ ମଧ୍ୟ କୁହାଯାଏ । ଏଠାରେ ଟବାକୋ ଶିଳ୍ପ ମଧ୍ୟ ରହିଛି ।
Iପୁରାତନ ସମୟ ରେ ଏହା ଗୋଙ୍ଗ ରାଜା ମାନଙ୍କ ଦ୍ଵାରା ଶାସିତ ହଉଥିଲା । ଏହି ଅଞ୍ଚଳ ରେ ପରଚିନ କାଳ ରୁ ଲାଖ , ପଲାଶ ଉତ୍ପାଦନ ହଉଥିଲା । ଏଠାରେ ଏକ ବୃହତ ରେଳ ଷ୍ଟେସନ ରହିଛି ।
ଜଳବାଯୁ
Climate data for Gondia | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Average high °C (°F) | 27.6 (81.7) |
31.1 (88) |
35.2 (95.4) |
39.0 (102.2) |
42.1 (107.8) |
38.1 (100.6) |
30.5 (86.9) |
29.9 (85.8) |
30.8 (87.4) |
31.0 (87.8) |
29.3 (84.7) |
27.9 (82.2) |
32.71 (90.88) |
Average low °C (°F) | 13.3 (55.9) |
15.4 (59.7) |
19.6 (67.3) |
24.6 (76.3) |
28.9 (84) |
27.4 (81.3) |
24.3 (75.7) |
24.1 (75.4) |
23.9 (75) |
21.2 (70.2) |
15.2 (59.4) |
12.9 (55.2) |
20.9 (69.62) |
Average precipitation mm (inches) | 18.0 (0.709) |
30.7 (1.209) |
16.0 (0.63) |
16.0 (0.63) |
13.7 (0.539) |
219.2 (8.63) |
503.9 (19.839) |
443.5 (17.461) |
222.3 (8.752) |
66.5 (2.618) |
22.9 (0.902) |
5.8 (0.228) |
୧,୫୭୮.୫ (୬୨.୧୪୭) |
Source: Government of Maharashtra |
ଯାତାୟାତ
ରେଳପଥ
ଗୋଣ୍ଡିଆ ରେଳ ଷ୍ଟେସନ ଏକ ମୁଖ୍ୟ ଷ୍ଟେସନ । ଏଠାରୁ ବହୁତ ଅଞ୍ଚଳ କୁ ଯାତ୍ରୀବାହି ଓ ମାଳ ପରିବହନ ଟିଆରଏନ ଚାଲିଥାଏ । ସମସ୍ତ ସୁବିଧା ଥିବା ଏହି ଷ୍ଟେସନ ସର୍ବଦା ଚଳଚଞ୍ଚଳ ଥାଏ । ଏହା ହାୱଡା ନାଗପୁର ମୁମ୍ବାଇ ମୁଖ୍ୟ ଲାଇନ ରେ ରହିଛି । ଏଠାରୁ ଜବଲପୁର କୁ ମଧ୍ୟ ଲାଇନ ଯାଇଛି । 2005/06 ମସିହା ରେ ଗୋଣ୍ଡିଆ ବାଲାଘାଟ ଲାଇନ ମଧ୍ୟ ନେରୋ ଗଜ ରୁ ବ୍ରଡ ଗଜ କରାଗଲା । [୨]
ଗୋଣ୍ଡିଆ ରେଳ ଷ୍ଟେସନ 1888 ମସିହା ରେ ନିର୍ମିତ ହେଇଥିଲା ।
ଆଧାର ସମୂହ
- ↑ "Gondiya (Gondia) District Population Census 2011, Maharashtra literacy sex ratio and density". Census2011.co.in. Retrieved 2014-08-23.
- ↑ Railway Gazette International Supplement December 2007 p7