Jump to content

ନାଲଲୁର , କନ୍ୟାକୁମାରୀ

ଉଇକିପିଡ଼ିଆ‌ରୁ
୨୦:୫୯, ୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Nallur, Kanyakumari") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Nallur (Nalloor)
நல்லூர்
നലൂർ
Town
Country India
StateTamil Nadu
DistrictKanniyakumari
Area
 • ସମୁଦାୟ8.50 km2 (3.28 sq mi)
Population
 (2011)
 • Total୧୭,୯୮୯[]
 • Density2,116.4/km2 (5,481/sq mi)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTN-75

ନାଲଲୁର (Nalloor) ଭାରତୀୟ ରାଜ୍ୟ ତାମିଲ ନାଡୁ ର କନ୍ୟାକୁମାରୀ ଜିଲ୍ଲା ର ଏକ ପଞ୍ଚାଯତ ସହର । 

Nalloor Town Panchayat city in district of Kanniyakumari, Tamil Nadu. The Nalloor city is divided into 18 wards for which elections are held every 5 years.

ଭୌଗୋଳିକ ଅବସ୍ଥିତି 

ନାଲଲୁର ର ଭୌଗୋଳିକ ଅବସ୍ଥିତି  8°17′46″N 77°13′03″E / 8.29613°N 77.21749°E / 8.29613; 77.21749

ଜନ ଆବାଦୀ 

2001 ଜନଗଣନାନୁସାରେ ନାଲଲୁର ର ଲୋକ ସଂଖ୍ୟା 15,563 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା ଓ ମହିଳା ସଂଖ୍ୟା ଉଭୟ ସମାନ ରହିଥିଲା । ସାକ୍ଷ୍ୟରତା ହାର ଜାତୀୟ ହାର ଠାରୁ ଢେର ଅଧିକ ରହି 78 % ଥିଲା ଯାହା ମଧ୍ୟ ରୁ ପୁରୁଷ ସାକ୍ଷ୍ୟରତା 82 % ଥିଲା । ଏଠାରେ 6 ବର୍ଷ ରୁ କମ ଆବାଦୀ 11 % ଥିଲା । 

2011 ଜନଗଣନା ରେ ଜନସଂଖ୍ୟା ର ବୃଦ୍ଧହୀ ଘଟି 17,989 ହେଲା ଓ ଏଥିରେ ପୁରୁଷ 8,985 ଓ ମହିଳା 9,004 ଥିଲା । 

ଧର୍ମ 

Religions in Nalloor[]
Religion Percent
Hinduism
  
55.42%
Christianity
  
42.77%
Islam
  
1.65%
Others
  
1.81%

ପୁନଶ୍ଚ ଦେଖଣା 

  • Karavilai
  • Kuzhithurai Railway Station
  • Marthandam

ଆଧାର ସମୂହ 

  1. Kanyakumari District website
  2. Religions in Nalloor 2011.