Jump to content

ଜେବନାରା ଗ୍ରାମ

ଉଇକିପିଡ଼ିଆ‌ରୁ
୨୦:୨୪, ୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jeonara") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Jeonara
जेवनारा
village
Country India
StateMadhya Pradesh
DistrictSeoni
Government
 • BodyGram panchayat
Elevation
655 m (2,149 ft)
Languages
Time zoneUTC+5:30 (IST)
PIN
480667
Telephone code07692
Nearest citySeoni

ଜେବନାରା ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶ ର ସେୟନି ଜିଲ୍ଲା ର ଏକ ଗ୍ରାମ .[]

ଏହା ସମୁଦ୍ର ପତ୍ତନ ଠାରୁ 513 ମିଟର ଉପରେ ରହିଛି ଓ ବରଘଟ ସହର ଠାରୁ 4 କିଲୋମିଟର ଦୂର ରେ ଅବସ୍ଥିତ । ସେୟନି ଠାରୁ ଏହାର ଦୂରତା 28 କିଲୋମିଟର । 

ଗ୍ରାମ ର ମୁଖ୍ୟ ଜୀବିକା ଅର୍ଜନ ବୃତ୍ତି କୃଷି । ରାଜ୍ୟ ରାଜପଥ 26 ଏହାକୁ ସେୟନି ଓ ଅନନ୍ୟ ଅଞ୍ଚଳ ସହ ସଂଯୁକ୍ତ ରଖେ । 

ଇତିହାସ 

ସ୍ଥାନୀୟ ରହଙ୍ଗଦଲେ ପରିବାର ର ଏହା ବଂଶଗତ ସମ୍ପତ୍ତି ଥିଲା । ଏହାକୁ 1780 ମସିହା ରେ ସେମାନେ ପୁନର୍ଗଠନ କରିଥିଲେ । ସ୍ଵାଧୀନତା ପରେ ଏହା ବରଘଟ ନିର୍ବାଚନ ମଣ୍ଡଳୀ ଅଧୀନ ରେ ରହିଛି । ୱାଇନ ଗଙ୍ଗା ର ଏକ ଉପନଦୀ ହିରରୀ ଏହି ଗ୍ରାମ ଦେଇ ପ୍ରବାହିତ ହୁଏ । 

ଯାନିଯାତରା 

ଏଠାରେ ହାଉଥିବା ମହଶିବରାତ୍ରି ଯାତ୍ରା ଅଞ୍ଚଳ ରେ ବିଖ୍ୟାତ । ସେହି ଯାତ୍ରା ରେ ପାରମ୍ପରିକ ଭାବେ ବଳଦ ଗାଡି ଦୌଡ ପ୍ରତିଯୋଗୀତା ହୁଏ । 

ଆଧାର 

  1. "Village Code Directory: Madhya Pradesh" (PDF). Retrieved November 19, 2010.