ମହାଦେଓ ପର୍ବତ ମାଳ
ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ଦକ୍ଷିଣ ମରାଠାଵାଡା ଜିଲ୍ଲା , ଉତ୍ତର ଆନ୍ଧ୍ର , ଉତ୍ତର କର୍ନାଟକ ଜିଲ୍ଲା , ମଧ୍ୟ ପ୍ରଦେଶ ଅଞ୍ଚଳ ରେ ବାଲାଘାଟ ଓ ମହାଦେଓ ପର୍ବତମାଳ ପରିବ୍ୟାପ୍ତ ।
ମହାଦେଓ ପର୍ବତ ମାଳ ସାତପୁର ପର୍ବତମାଳ ର ଏକ ଅଂଶ ଓ ମଧ୍ୟ ପ୍ରଦେଶ ରେ ଅବସ୍ଥିତ। ଏହା ସାତପୁର ରେଞ୍ଜ ର କେନ୍ଦ୍ରାଞ୍ଚଳ ।
ବେତୁଲ , ଛିଣ୍ଡାବାଦ ଓ ସେୟନି ଜିଲ୍ଲା ଦେଇ ଏହି ପର୍ବତ ଶ୍ରେଣୀ ନର୍ମଦା ବେସିନ ଅଞ୍ଚଳ କୁ ୱାଇନ ଗଙ୍ଗା ଓ ୱାର୍ଦ୍ଧା ନଦୀ ର ବେସିନ ଅଞ୍ଚଳ ଠାରୁ ଭିନ୍ନ କରିଥାଏ । ଏହି ପର୍ବତ ସାଧାରଣତଃ ଆର୍ଦ୍ର ଜଙ୍ଗଲ ଭୂମି ରେ ପୂର୍ଣ ।
ମହାଦେଓ ମନ୍ଦିର
ନର୍ମଦା ନଦୀ ନିକଟ ରେ ଭଗବାନ ଶିବ ଙ୍କ ଏକ ମନ୍ଦିରରହିଛି । ପୁରାଣ ରେ ବର୍ଣିତ ରହିଛି ଯେ ନର୍ମଦା ନଦୀ ଶିବ ଙ୍କ କନ୍ୟା ଥିଲେ । [୧]
ଆଧାର ସମୂହ
- ↑ Mehta, Gita.
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}
: Invalid |ref=harv
(help)