ସିଲିଗୁଡି ସହର ରେଳ ଷ୍ଟେସନ
Siliguri Town Indian Railway Station | |
---|---|
Station statistics | |
Address | Bagha Jatin Road, College Para, Siliguri, Distt:Darjeeling, West Bengal India |
Coordinates | 26°42′26″N 88°25′45″E / 26.7071°N 88.4292°E |
Elevation | 120 metres (390 ft) |
Lines | New Jalpaiguri-Alipurduar-Samuktala Road line, Darjeeling Himalayan Railway |
Structure | Standard at ground |
Platforms | 2 [1 Broad Gauge and 1 Narrow Gauge] |
Parking | Available |
Baggage check | Not available |
Other information | |
Opened | 1880 |
Electrified | In Progress |
Code | SGUT |
Division(s) | Siliguri |
Owned by | Indian Railways |
Operator | North East Frontier Railway |
Station status | Functioning |
Formerly | North Bengal State Railway |
Location | |
ଛାଞ୍ଚ:Railways in Siliguriସିଲିଗୁଡି ସହର ରେଳ ଷ୍ଟେସନ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ଦାର୍ଜିଲିଂ ଜିଲ୍ଲା ର ସିଲିଗୁଡି ସହର ର ଏକ ରେଳ ଷ୍ଟ୍ରେସନ। ଏହାସହର ର ତିନିଟି ଷ୍ଟେସନ ମଧ୍ୟ ରୁ ଅନ୍ୟତମ । ଅନ୍ୟ ଦୁଇଟି ସିଲିଗୁଡି ଜଙ୍କସନ ଓ ନିଉ ଜଳପାଇଗୁଡି ।
ଇତିହାସ
1878 ମସିହା ରେ କଲିକତା ରୁ ସିଲିଗୁଡି ସହର କୁ ଦୁଇଟି ସ୍ତର ରେ ରେଳ ସଂଯୋଗ ହେଲା । କଲିକତା ରୁ ଦାମୁକେହ ଘାଟ ପର୍ଯ୍ୟନ୍ତ ବ୍ରଡ ଗଜ ଲାଇନ ହେଇ ପଦ୍ମା ନଦୀ ପର୍ଯ୍ୟନ୍ତ ଓ ପଦ୍ମା ନଦୀ ର ଅପର ପାର୍ଶ୍ଵ ରୁ ମିଟର ଗଜ ଲାଇନ ସିଲିଗୁଡି ଯାଏ ଆସିଲା । ତାହା ପୂର୍ବରୁ 1881 ରେ ସିଲିଗୁଡି ରୁ ଦାର୍ଜିଲିଂ ଯାଏ ନେରୋ ଗଜ ଲାଇନ ରହିଥିଲା । 1926 ମସିହା ରେ ପଦ୍ମା ନଦୀ ଉପରେ ହାରଡିଙ୍ଗ ବ୍ରିଜ ନିର୍ମାଣ ହେଲା ପରେ ବ୍ରଡ ଗଜ ଲାଇନ ସିଲିଗୁଡି ଯାଏ ହେଲା । ସ୍ଵାଧୀନତା ପରେ ଏହି କଲିକତା -ସିଲିଗୁଡି ଲାଇନ ର ମୁଖ୍ୟ ଅଂଶ ପୂର୍ବ ପାକିସ୍ଥାନ ( ବର୍ତମାନ ବାଂଲାଦେଶ ) ରେ ରହିଗଲା । [୧]
ସ୍ଵାଧୀନତା ପରେ ବରସୋଇ ଓ କିଷାନଗଞ୍ଜ ଦେଇ ବ୍ରଡ ଗଜ ଲାଇନନଥିବାରୁ 1949 ମସିହା ରେ ନିଉ ସିଲିଗୁଡି ଜଙ୍କସନ ନିର୍ମିତ ହେଇ ସେଠା କୁ ବ୍ରଡ ଗଜ ଲାଇନ ଦିଆ ଗଲା । [୧]
References
- ↑ ୧.୦ ୧.୧ Alastair Boobyer. "India: the complex history of the junctions at Siliguri and New Jalpaiguri". IRFCA. Retrieved 2011-12-10.