Jump to content

ୱାର୍ଦ୍ଧା ନଦୀ

ଉଇକିପିଡ଼ିଆ‌ରୁ
୧୭:୫୩, ୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Wardha River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ୱାର୍ଦ୍ଧା ,ବା ବହଧା ,[] ମରାଠୀ: वर्धा ତେଲୁଗୁ: వార్ధా నది)ଭାରତ ର ଭ୍ଦର୍ଭ ଅଞ୍ଚଳ ର ଏକ ବୃହତ ନଦୀ । ୱାର୍ଦ୍ଧା ନଦୀ ଚମୋରାଶି ର ଦକ୍ଷିଣ କୁ ୱାଇନଗଙ୍ଗା ନଦୀ ସହ ମିଳିତ ହୁଏ ଏବଂ ପ୍ରାଣହିତ ନଦୀ ସୃଷ୍ଟି କରି ତେଲେଙ୍ଗନ ରାଜ୍ୟ ର ଆଦିଲାବାଦ ଜିଲ୍ଲା କୁ ପ୍ରବାହିତ ହୁଏ । []

ଉପତ୍ତି 

777 ମିଟର ଉତ୍ଚ ସାତପୁରା ରେଞ୍ଜ ପର୍ବତମାଳା ର ଖଇରବନୀ ଗରମ ନିକଟ ରେ ଥିବା ମୁଲଟାଇ ଅଞ୍ଚଳ ରୁ ଉପନ୍ନ ହେଇଥାଏ । 

ଗତିପଥ 

ଉପତ୍ତି ସ୍ଥଳ ରୁ ମଧ୍ୟପ୍ରଦେଶ ରେ 32 କିଲୋମିଟର ପ୍ରବାହିତ ହେଲା ପରେ ଏହା ମହାରାଷ୍ଟ୍ର କୁ ପ୍ରବେଶ କରି ସେଠାରେ 528 କିଲୋମିଟର ଯିବା ପରେ ଏହା ୱାଇନଗଙ୍ଗା ନଦୀ ରେ ମିଳିତ ହେଇ ପ୍ରାଣହିତ ନଦୀ ଭାବରେ ବହି ଯାଏ ଓ ଗୋଦାବରୀ ସହ ମିଳିତ ହୁଏ । 

ଶାଖା ନଦୀ ସମୂହ 

ଏହାର ମୁଖ୍ୟ ଶାଖା ନଦୀ ମାନେ ମଦୁ , ବେମବ୍ଲା , ପେନଗଙ୍ଗା ଆଦି 

ବନ୍ଧ 

ୱାର୍ଦ୍ଧା ନଦୀ ରେ ବିଶାଳ ୱାର୍ଧା ବନ୍ଧ ମୋରଶୀ ନାମକ ସ୍ଥାନ ରେ ନିର୍ମିତ । ଏହାକୁ ଅମରାବତି ସହର ତଥା ମୋରଶୀ , ବାଲୁଡ ତହସିଲ ର ଜୀବନଧାରା କୁହାଯାଇଥାଏ । ଏହି ସ୍ଥାନ ରେ ବିପୁଳ ପରିମାଣ ରେ ଅରେଞ୍ଜ ଚାଷ ହେଇଥାଏ । [] ୱାର୍ଦ୍ଧା ର ଶାଖା ନଦୀ ବେମ୍ବାଲା ନଦୀ ରେ ମଧ୍ୟ ଏକ ବନ୍ଧ ନିର୍ମିତ ହଉଛି । 

ନୋଟ ସମୂହ 

  1. ଛାଞ୍ଚ:GEOnet2, United States National Geospatial-Intelligence Agency
  2. Topographic map "Sirpur, India, NE-44-02, 1:250,000" Series U502, US Army Map Service, July 1963
  3. http://www.vidc.gov.in/ceamt/pro/UpperWardha/Index.htm

ବାହ୍ୟ ସଂଯୋଗ