Jump to content

ଦାର୍ଜିଲିଂ ମେଲ

ଉଇକିପିଡ଼ିଆ‌ରୁ
୧୭:୩୧, ୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Darjeeling Mail") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଦାର୍ଜିଲିଂ ମେଲ ସ୍ଵାଧୀନ ପୂର୍ବ କାଳ ରୁ ପ୍ରଚଳିତ ହେଇ ଆସିଥିବା ଏକ ଏଇତିହାସିକ ଟ୍ରେନ ।ଏହା ହିମାଲୟ ପର୍ବତଞ୍ଚଳ ର ଦର୍ଜିଲ୍ଙ୍ଗ ରେଳ ଷ୍ଟେସନ ସହ ସିଲିଗୁଡି ସ୍ଥିତ ନୂଆ ଜଳପାଇଗୁଡି ଷ୍ଟେସନ ର ସଂଯୋଗ କରେ । ଏହା କଲିକତା - ସିଲିଗୁଡି ଓ ହଲଦିବାରି ପାଇଁ ଏକ ମୁଖ୍ୟ ସଂଯୋଗ କରି ଟ୍ରେନ ।   

ଇତିହାସ 

Run via East Bengal

ବ୍ରିଟିଶ ରାଜୁତି ସମୟ ରେ ଉତ୍ତର ବଙ୍ଗ କୁ ସମସ୍ତ ଟ୍ରେନ ପୂର୍ବ ବଙ୍ଗ ( ବର୍ତମାନ ବାଂଲାଦେଶ ) ବାଟ ଦେଇ ଯାତାୟାତ କରୁଥିଲା । 

1878 ମସିହା ରେ କଲିକତା ଦେଇ ସିଲିଗୁଡିକୁ ଦୁଇଟି ସ୍ତର ରେ ରେଳପଥ ଥିଲା । ପ୍ରଥମ ସ୍ତର ରେ 185 କିଲୋମିଟର ପଥ କଲିକତା ଷ୍ଟେସନ ରୁ ବଙ୍ଗ ର ରାଜ୍ୟ ରେଳପଥ ଭାବରେ ପଦ୍ମା ନଦୀ ର ଦକ୍ଷିଣ ଅଂଶ ରେ ଦାମୁକଡିହ ଘାଟ ଯାଏ ଥିଲା ।ସେଠାରେ ଯାତ୍ରୀ ମାନେ ଫେରି ଡଙ୍ଗା ରେ ନଦୀ ପାର ହେଇ ସେଠାରୁ 336 କିଲୋମିଟର ମିଟର ଗାଜ ରେଳପଥ ରେ ଉତ୍ତର ବଙ୍ଗ ରେଳବାଇ ର ଲାଇନ ରେ ପଦ୍ମା ନଦୀ ର ଉତ୍ତର ଉତ୍ତରାଞ୍ଚଳ ରେ ଥିବା ସରାଘାଟ ଯାଏ ଯାଉଥିଲେ ।  ସେଠାରୁ ସିଲିଗୁଡି ରେ ପହଞ୍ଚୁ ଥିଲେ । []

1912[] ମସିହା ରେ 1.8 କିଲୋମିଟର ଦୀର୍ଘ ହରଡିଙ୍ଗ ବ୍ରିଜ ପଦ୍ମା ନଦୀ ଉପରେ ହେଲା । 1926 ମସିହା ରେ ସେଠାରୁ ଥିବା ମିଟର ଗଜ ଲାଇନ କୁ ବ୍ରଡ ଗଜ ରେ ପରିବର୍ତନ ହେଲା ।[] ଏହା ପରେ କଲିକତା ରୁ ସିଲିଗୁଡି ସିଧା ସଳଖ ରେଳ ପ୍ରଚାଳନ ହେଲା । ାହି ରୁଟ ରେ ସିଆଲଦାହ , ଭେରମରା , ଜଳପାଇଗୁଡି , ହଲଦିବାଦୀ , ଜଳପାଇଗୁଡି ଆଦି ମୁଖ୍ୟ ଷ୍ଟେସନ ରହିଲା । ଦାର୍ଜିଲିଂ ମେଲ ଏହି ରାସ୍ତା ଦେଇ ଯାତାୟାତ ପ୍ରାକ-ସ୍ଵାଧୀନତା କାଳ ରୁ କରେ । 

ଆଧାର ସମୂହ 

  1. ୧.୦ ୧.୧ {{cite web}}: Empty citation (help)
  2. Chowdhury, Sifatul Quader (2012). "Hardinge Bridge". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.

ବାହ୍ୟ ସଂଯୋଗ ସବୁ