Jump to content

ମେଚି ନଦୀ

Coordinates: 26°13′46″N 87°57′05″E / 26.22944°N 87.95139°E / 26.22944; 87.95139
ଉଇକିପିଡ଼ିଆ‌ରୁ
୧୪:୪୮, ୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mechi River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Mechi River
ଦେଶ Nepal, India
Source Mahabharat Lekh
Mouth Mahananda River
 - coordinates 26°13′46″N 87°57′05″E / 26.22944°N 87.95139°E / 26.22944; 87.95139

ମେଚି ନଦୀ ଭାରତ ଓ ନେପାଲ ଦେଶ ର ସୀମା ରେ ଯାଇଥିବା ଏକ ନଦୀ । ଏହା ମହାନନ୍ଦା ନଦୀ ର ଏକ ଉପନଦୀ । 

ଗତିପଥ 

ନେପାଲ ର ହିମାଳୟ ଅଞ୍ଚଳ ର ମହାଭାରତ ରେଞ୍ଜ ରୁ ଏହି ନଦୀ ନିର୍ଗତ ହେଇ ଭାରତ ଓ ନେପାଲ ର ସୀମା ଭାବରେ ପ୍ରବାହିତ ହେଇଥାଏ । ଏହା ପରେ ଏହା ଭାରତୀୟ ରାଜ୍ୟ ବିହାର କୁ ପ୍ରବେଶ କରି କିଶନଗଞ୍ଜ ଜିଲ୍ଲା ରେ ମହାନନ୍ଦା ନଦୀ ରେ ମିଶ୍ରଣ ହେଇଥାଏ । [][]

ମେଚି ଓ ମହାନନ୍ଦା ର ମିଶ୍ରଣ ସ୍ଥଳ ପରବାତ୍ୟାଞ୍ଚଳ ଓ ସମତଳ ଭୂମି ର ମଧ୍ୟ ମିଶ୍ରଣ ସ୍ଥଳୀ ହେଇ ପ୍ରକୃତିକ ବିବିଧତା ସୃଷ୍ଟି କରିଥାଏ ।[]

ମହାନନ୍ଦ ନଦୀ ସମୂହ , ମେଚି ଯାହାର ଏକ ଅଂଶ , ତାହା ନେପାଲ ଦେଶ ର8,088 ବର୍ଗ କିଲୋମିଟର ଅଞ୍ଚଳ ସହ ଭାରତ ର 11,520 ବର୍ଗ କିଲୋମିଟର ସ୍ଥାନ ରୁ ଜଳ ନିଷ୍କାସନ କରିଥାଏ l[]

ତଟବନ୍ଧ

ମେଚି ନଦୀ ର ବାମ ପାର୍ଶ୍ଵ ରେ 14 କିଲୋମିଟର ର ତଟବନ୍ଧ ପଶ୍ଚିମ ବଙ୍ଗ ପ୍ରଦେଶ ରେ କରାଯାଇଛି । ଦର୍ଜିଲିହ୍ନ୍ଗ ଜିଲ୍ଲା ର ନକସାଲବାଡି[] ଅଞ୍ଚଳ ରେ ବନ୍ୟା ନିୟନ୍ତ୍ରଣ ପାଇଁ ଏହା କରାଯାଇଛି ।ତେବେ ଆହୁରି ବନ୍ଧ ନିର୍ମାଣ ର ଆବଶ୍ୟକତା ରହିଛି । ଉଭୟ ପାର୍ଶ୍ଵ ରେ ତଟବନ୍ଧ ନିର୍ମାଣ ର ଯୋଜନା କରାଯାଇଛି । []

ନଦୀ ସଂଯୋଗ 

ମେଚି ନଦୀ କୁ କୋଶୀ ନଦୀ ସହ ସଂଯୋଗ କରିବାକୁ ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ଅନୁସାରେ ଭାରତ ତରଫ ରୁ ନେପାଲ କୁ ପ୍ରସ୍ତାବ ଦିଆ ଯାଇଛି । ଉଛ ଡେମ ଦାହ ବରେଜ ମନ ନିର୍ମିତ ହେଇ ମେଚି ର ଜଳ କୁ ସଙ୍ଗରକ୍ଷଣ ସହ କୋଶୀ -ମେଚି କେନାଲ ଦ୍ଵାରା ଜଳସେଚନ କରାଯାଇପାରିବ । [][]

ଆଧାର ସମୂହ 

  1. "Five Themes of Geography" (PDF). Rivers. Retrieved 2010-05-22.
  2. "Kishanganj district". Kishanganj district administration. Retrieved 2010-05-22.
  3. {{cite web}}: Empty citation (help)
  4. ୪.୦ ୪.୧ ୪.୨ {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)