ଦ୍ୱାରକେଶ୍ୱର ନଦୀ
Dwarakeswar River | |
ଦେଶ | India |
---|---|
ରାଜ୍ୟ | West Bengal |
Tributaries | |
- left | Gandheswari River, Kukhra River, Birai River |
- right | Shilabati River |
City | Bankura, Arambag |
Source | Tilboni Hill |
ଦ୍ଵାରକେଶ୍ଵର ନଦୀ (ବଙ୍ଗଳା: দ্বারকেশ্বর নদ) (ଧଲକିସର ନାମ ରେ ଭି କୁହାଯାଏ ), ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ପଶ୍ଚିମାଞ୍ଚଳ ରେ ପ୍ରବାହିତ ଏକ ମୁଖ୍ୟ ନଦୀ ।
ଗତିପଥ
ଏହି ନଦୀ ପୁରୁଲିଆ ଜିଲ୍ଲା ର ତିଳବୋନୀପାହାଡ ରୁ ନିର୍ଗତ ହେଇ ବଙ୍କୁରା ଜିଲ୍ଲା କୁ ଛତନା ନିକଟ ରେ ପ୍ରବେଶ କରେ । ଏହା ଜିଲ୍ଲା ର ସମୁଦାଯ ଦୈର୍ଘ୍ୟ ଅତିକ୍ରମ କରି ବର୍ଦ୍ଧମାନ ଜିଲ୍ଲା ର ଦକ୍ଷିଣ ପୂର୍ବ ଅଞ୍ଚଳ ରେ ପ୍ରବେଶ କରେ । ତାହା ପରେ ଏହା ହୁଗୁଳି ଜିଲ୍ଲା ଦେଇ ପ୍ରବାହିତ ହୁଏ । [୧]
ଏହି ନଦୀ ସିଲାଇ ନଦୀ ସହ ଘଟଳ ଠାରେ ମିଳିତ ହୁଏ ଓ ଉଭୟ ନଦୀ ମିଶି ରୂପନାରାୟନ ନଦୀ ଭାବରେ ପରିଚିତ ହୁଏ । ଏହା ହାୱଡା ଜିଲ୍ଲା ରେ ହୁହୁଳି ନଦୀ ସହ ଗଡିଆରା ନାମକ ସ୍ଥାନ ରେ ମିଳିତ ହୁଏ ।
ବହୁ ପରିମାଣ ର ପଟୁ ମାଟି ବହନ କରୁଥିବାରୁ ନଦୀ ର ମୁହାଣ ପୋତି ହେଇ ବର୍ଷା ଦିନ ଏହା କୁଳ ଲଙ୍ଘିଥାଏ ।
ପ୍ରକଳ୍ପ ସମୂହ
ସରକାର ନ୍କଦାର ଏହି ନଦୀ ଉପରେ ଦ୍ଵାରକେଶ୍ଵର ଠାରେ ଏକ ବନ୍ଧ ନିର୍ମାଣ ଯୋଜନା ରହିଛି । ଏଠି ପାଇଁ ପ୍ରକଳ୍ପ ଅନୁଧ୍ୟାନ କାର୍ଯ୍ୟ 2004 ମସିହା ରେ କରଯାଇଥିଲା । .[୨]