Jump to content

ରାନ୍ଧା

ଉଇକିପିଡ଼ିଆ‌ରୁ
୧୮:୩୮, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Randha") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
konisi
Village
Country India
StateOdisha
DistrictGanjam
Time zoneUTC+5:30 (IST)
PIN
761008
Telephone code0680

ରାନ୍ଧା ଭାରତୀୟ ରାଜ୍ୟ ଓଡିଶା ର ଗଞ୍ଜାମ ଜିଲ୍ଲା ର କାନିଶି ତହସିଲ ର ଏକ ବିଶିଷ୍ଟ ଗ୍ରାମ । ଏହା ଛାତ୍ରପୁର ଠାରୁ 31.2 କିଲୋମିଟର ।ଏହାକୁ ବରହମପୁର ମହାନଗର ର ସହରତଳି ଅଞ୍ଚଳ କୁହାଯାଇପାରେ ।  [] 

ଭୌଗୋଳିକ 

ରାନ୍ଧା ର ଭୌଗୋଳିକାବସ୍ଥିତି 19°23'31"N 84°45'9"E (19.38164 84.76059).ଚିତ୍ରାଡ଼ା ,ପଞ୍ଚମା ଗୋଲାନ୍ଥାର ଆଦି ଏହାର ନିକଟବରତି ଗ୍ରାମ । 

ବୃତ୍ତି 

ଏଠାରେ ବସବାସ କରୁଥିବା ଅନେକ ଲୋକ ବରହମପୁର ସହର ରେ କାର୍ଯ୍ୟ କରନ୍ତି ।[] .[] ଏଠାରେ ଚାଷ ଲୋକଙ୍କମୁଖ୍ୟ ଜୀବିକା ଥିଲେ ମଧ୍ୟ ବ୍ୟବସାୟ ମଧ୍ୟ ବହୁ ପରିମାଣ ରେ ହେଇଥାଏ । 

ମନ୍ଦିର ଓ ଯାନୀ ଯାତ୍ରା 

ଏଠାକାର ଅଧିକାଂଶ ଅଧିବାସୀ ହିନ୍ଦୁ ସଂପ୍ରଦାଯ ର । ଏଠାରେ ବହୁ ସଂଖ୍ୟା ରେ ମନ୍ଦିର ରହିଛି । ମୁକ୍ତେଶ୍ଵର ମନ୍ଦିର ସେ ।ମଧ୍ୟ  ରୁ ଅନ୍ୟତମ  । ସେଠାରେ ଦୀପାବଳି , ଦଶହରା , ଗଣେଶ ପୂଜା ଆଦି ପାଳିତ ହୁଏ  

ଠାକୁରାଣୀ ଯାତ୍ରା 

ଏହି ଗ୍ରାମ ର " ମାଁ ବୁଢୀ ଠାକୁରାଣୀ ଯାତ୍ରା " ବିଖ୍ୟାତ । ଯାତ୍ରା କୁ ଅନେକ ଅଞ୍ଚଳ ର ଲୋକ ଆସି ମେଲୋଡି ସହ , ଅପେରା , ଓ ଅନନ୍ୟ କରଜ୍ୟକରମ ହେଇଥାଏ । 

ଦର୍ଶନୀୟ ସ୍ଥାନ 

 ନିକଟବରତି ଦର୍ଶନୀୟ ସ୍ଥାନ ସବୁ , 

  •  ଗୋପାଳପୁର -ଅନ - ସୀ 
  • ଶିଳ୍କ ସିଟି ବରହମପୁର 
  • ତରା ତାରିଣୀ ମନ୍ଦିର 
  • ପଞ୍ଚମା ଗମେଷ ମନ୍ଦିର IRE ବନ୍ଦର 
  • ସୋନା ପୁର ବେଳାଭୂମି 
  • ସିଦ୍ଧ ଭୈରବୀ ମନ୍ଦିର 

ଶିକ୍ଷ୍ୟା 

ରାନ୍ଧା ଥରେ କଲେଜ , ସଂକଲ୍ପ ସ୍କୁଲ ଓ ଅନନ୍ୟ ଶିକ୍ଷ୍ୟାନୁଷ୍ଠାନ ରହିଛି । ଏଠାରେ ବାଇସେୟିକ ଶିକ୍ଷ୍ୟା ପାଇଁ ଗାନ୍ଧୀ ଇନ୍ସଟିଟିଉଟ କୁ ସାରା ରାଜ୍ୟ ର ଛତ୍ର ଛାତ୍ରୀ ମାନେ ଆସି ଶିକ୍ଷ୍ୟା ନିଅନ୍ତି । ଏହା ଏକ ପ୍ରତିଷ୍ଠିତ ଇଂଜିନିଯରିଂ କଲେଜ  । []. ଏହା ସହ ଏଠାରେ ରୋଲ୍ଯାଣ୍ଡ ଇନ୍ସଟିଟୁଟ ଓ ଜାତୀୟ ପ୍ରତିଷ୍ଠାନ ରହିଛି । 


ବେଙ୍କ ସେବା 

ଏହି ଅଞ୍ଚଳ ରେ ସ୍ଟେଟ ବେଙ୍କ ସହିତ ଅନନ୍ୟ ବେଙ୍କ ସୁବିଧା ଉପଲବ୍ଧ ।  .[]

ଆଧାର ସମୂହ 

  1. B. Tripathi (1972). District Census Handbook : Series 16 : Orissa: Ganjam (3 v.). Orissa Government Press.
  2. "Women compelled to take dangerous journeys".
  3. "Women compelled to take dangerous journeys".
  4. "Tense situation prevails in Randha".
  5. "Rushikulya Gramya Bank to expand base".