ବୋଲଗଡ
Bolagarh
ବୋଲଗଡ | |
---|---|
Country Town | |
Country | India |
State | Odisha |
District | Khordha |
Tahasil | Bolagarh |
Elevation | 20 m (70 ft) |
Population (2009) | |
• Total | ୪୯,୪୦୩[୧] |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD |
Lok Sabha constituency | Bhubaneswar |
Vidhan Sabha constituency | Bolagarh-Begunia |
Website | odisha |
ବୋଲଗଡ [୨] iଭାରତୀୟ ରାଜ୍ୟ ଓଡିଶା ର ଖୋର୍ଦ୍ଧା ଜିଲ୍ଲା ରେ ଏକ ତହସିଲ ଅଞ୍ଚଳ । ଏହା ମଧ୍ୟ ଦେଇ ଜାତୀୟ ରାଜପଥ 224 ଯାଇଛି ।
ଏହାକୁ ଏକ ଗ୍ରାମୀଣ ସହର ବୋଲି କୁହାଯାଉଥିଲେ ମଧ୍ୟ ଏଠାରେ ସଂସ୍କୃତି ର ବହୁଳ ଉନ୍ନତି ହେଇଛି । ଏକଦା ପାଇକ ବିଦ୍ରୋହ ସମୟ ରେ ଏହା ଏକ ମୁଖ୍ୟ ସ୍ଥଳ ଭାବରେ ଥିଲା।
ଭୌଗୋଳିକ ସ୍ଥିତି
ଏହି ଗ୍ରାମ ଖୋର୍ଦ୍ଧା ଜିଲ୍ଲା ର ଏକ ତହସିଲ ଇଲାକା । ଏହା ର latitude 20.1728756 and longitude 85.2756 ।[୩] ଏହା ଭୁବନେଶ୍ବର ଠାରୁ 59.9 କିଲୋମିଟର ଦୁରବର୍ତୀ ।
ଜଳବାଯୁ
ଏଠାରେଗ୍ରୀଷ୍ମ କାଳ ରେ 42 ଡିଗ୍ରୀ ଯାଏ ଗରମ ହୁଏ ।
ଦର୍ଶନୀୟ ସ୍ଥାନ ସମୂହ
- ଘନଶ୍ୟାମ ପିଣ୍ଡିକା ମିଉଜିଆମ [୪]
- ଜଗନ୍ନାଥ ମନ୍ଦିର
- ଦୋଳଯାତ୍ରା ପ୍ରାନ୍ତର
- ମାଁ ବାଟ ମଙ୍ଗଳା ମନ୍ଦିର
- ମାଁ ଭୂଇ -ଆଣି ମନ୍ଦିର
- ଗବାଦୀ ମହାବୀର ମନ୍ଦିର
ଯାନୀ ଯାତ୍ରା
ଏଠାରେ ଦୂର୍ଗା ପୂଜା , ଡୋଲ ଯାତ୍ରା , ଧନୁ ଯାତ୍ରା , ଚନ୍ଦନା ଯାତ୍ରା , ଗଜଲକ୍ଷ୍ମୀ ପୂଜା ଆଦି ପ୍ରତିବର୍ଷ ହୁଏ । ବୋଲଗଡ ମହୋତଶବ ମଧ୍ୟ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଇଥାଏ । [୫]
ଶିକ୍ଷ୍ୟା
ଏଠାରେ ହାଇ ସ୍କୁଲ ବାଳିକା ହାଇ ସ୍କୁଲ ସମେତ ଏକ କଲେଜ ମଧ୍ୟ ରହିଛି । ତାହା ଛଡା ବେସରକାରୀ ଓ ଇଂରେଜ ମାଧ୍ୟମ ସ୍କୁଲ ସବୁ ମଧ୍ୟ ରହିଛି ।
ଯାତାୟାତ
ବୋଲଗଡ କୁ ପହଞ୍ଚିବା ପାଇଁ ସଡକ ପଥ ରେ ଭୁବନେଶ୍ବର ଠାରୁ ଯାଇ 2 ଘଣ୍ଟା ରେ ପହଞ୍ଚି ହୁଏ । ନିକଟସ୍ଥ ରେଳଷ୍ଟେସନ ନୟାଗଡ ଜିଲ୍ଲା ର ରାଜସୁନଖଳା 8 କିଲୋମିଟର ଦୂର ରେ ଅବସ୍ଥିତ । ଏହି ଗ୍ରାମ ର ନିକଟସ୍ଥବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଓ ଏହା 58 କିଲୋମିଟର ଦୂର ରେ ଅବସ୍ଥିତ ।