ମଲାଗୁଣି ନଦୀ
ଦେଖଣା
ମଲାଗୁଣି ନଦୀ ଭାରତୀୟ ରାଜ୍ୟ ଓଡିଶା ର ଖୋର୍ଦ୍ଧା ଜିଲ୍ଲା ର ଏକ ପାର୍ବତ୍ଯ ନାଳ । ଏହା ଗଞ୍ଜାମ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ସୀମା ନିକଟ ରେ ସୃଷ୍ଟି ହେଇ ଉତ୍ତର ପୂର୍ବ , ପୂର୍ବ ଓ ଦକ୍ଷିନ୍ନଛଳ କୁ ପ୍ରବାହିତ ହୁଏ । ଏହା ଗୋଲବାଇ ଶାସନ ଅଞ୍ଚଳ ଦେଇ ଗଲା ପରେ ଦୟା ନଦୀରେ ବୌହୋଲିକା 20°0′1″N 85°37′30″E / 20.00028°N 85.62500°E ଠାରେ ଅବସ୍ଥିତ ବଳଭଦ୍ର ପୁର ଠାରେ ମିଳିତ ହୁଏ ।ସେଠାରୁ ଦୟା ନଦୀ ପ୍ରବାହିତ ହେଇ ଚିଲିକା ହ୍ରଦ ସହ ମିଳିତ ହେଇ ବଙ୍ଗୋପସାଗର ରେ ପଡିଥାଏ । [୧]
ଏହି ନଦୀ ଉପରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାମେଶ୍ଵର ଗ୍ରାମ ନିକଟ ରେ ରହିଛି । ବର୍ଷା ଋତୁ ରେ ଅଧିକ ଜଳ ପ୍ଲାବନ ହେଇ ଏହି ନଦୀ ଖୋର୍ଦ୍ଧା , ଚିକିଳି ଓ ଟାଙ୍ଗୀ ଅଞ୍ଚଳ ରେ ବନ୍ୟା ବିପତ୍ତି ସୃଷ୍ଟି କରିଥାଏ । [୨]