Jump to content

ମୋହିତ ଶର୍ମା

ଉଇକିପିଡ଼ିଆ‌ରୁ
୨୨:୫୦, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mohit Sharma") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବ୍ୟକ୍ତିଗତ ତଥ୍ୟ
ନାମMohit Mahipal Sharma
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 199)1 August 2013 v Zimbabwe
ଶେଷ ଦିନିକିଆ18 June 2015 v Bangladesh
ଦିନିକିଆ ଜାମା ନମ୍ବର6
ପ୍ରଥମ ଟି୨୦ (cap 47)30 March 2014 v Australia
ଶେଷ ଟି୨୦7 September 2014 v England
ଟି୨୦ ଜାମା ନମ୍ବର18
ଘରୋଇ ଦଳ ତଥ୍ୟ
YearsTeam
2011–presentHaryana
2013–2015Chennai Super Kings
2016Kings XI Punjab
Career statistics
ପ୍ରତିଯୋଗିତା ODI T20I FC LA
ମ୍ୟାଚ ସଂଖ୍ୟା 21 4 24 40
ମୋଟ ରନ 31 0 354 128
ବ୍ୟାଟିଂ ହାର 7.75 0 12.64 12.80
ଶତକ/ଅର୍ଦ୍ଧଶତକ 0/0 0/0 0/0 0/0
ସର୍ବାଧିକ ରନ 11 0 49 24
ବଲ ସଂଖ୍ୟା 893 66 4,135 1823
ଉଇକେଟ 24 3 85 44
ବୋଲିଂ ହାର 32.16 34 22.82 33.00
ଇନିଙ୍ଗସରେ ୫ଟି ଉଇକେଟ 0 0 4 -
ମ୍ୟାଚରେ ୧୦ଟି ଉଇକେଟ 0 n/a 0 n/a
ସବୁଠୁ ଭଲ ବୋଲିଂ 4/22 1/11 5/45 4/22
କ୍ୟାଚ/ଷ୍ଟମ୍ପିଙ୍ଗ 5/– 3/– 4/– 12/-
Source: Cricinfo, 21 June 2015

ମୋହିତ ମହିପାଳ ଶର୍ମା  (ଜନ୍ମ 18 ସେପ୍ଟେମ୍ବର 1988 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ହରିୟଣା ତରଫ ରୁ ଘରେଇ କ୍ରିକେତେ ରେ ଦ୍ରୁତ ବୋଲର ହିସାବ ରେ ଖେଳନ୍ତି । 

ମୋହିତ ଶର୍ମା ଆଇପିଏଲ ରେ 2013 ମସିହା ରେ ଚେନ୍ନଇ ଦଳ ତରଫ ରୁ ଖେଳୁଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ 

ସେ ଜିମ୍ବାବ୍ୱେ ବିପକ୍ଷ ରେ ଚତୁର୍ଥ ଏକଦିବାସୀୟ ଖେଳି ସେଥିରେ 10 ଓଭର ରେ 26 ରନ ଦେଇ 2 ୱିକେଟ ନେବା ଦ୍ଵାରା man of the match ପୁରସ୍କାର ପାଇଥିଲେ । .[][] 2014 T20 ବିଉଶ୍ଵକପ ଭାରତୀୟ ଦଳ ରେ ସେ ସ୍ଥାନ ପାଇଥିଲେ । 

ଅନ୍ତର୍ଜାତିକ ପୁରସ୍କାର 

One-Day International Cricket

Man of the Match awards

S No Opponent Venue Date Match Performance Result
1 Zimbabwe Queens Sports Club, Bulawayo 1 August 2013 10-3-26-2 ; DNB  India won by 9 wickets.[]

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)