Jump to content

ଇଶ୍ୱର ପାଣ୍ଡେ

ଉଇକିପିଡ଼ିଆ‌ରୁ
୨୦:୫୮, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ishwar Pandey") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବ୍ୟକ୍ତିଗତ ତଥ୍ୟ
ନାମIshwar Chand Pandey
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm medium-fast
ଭୂମିକାBowler
ଘରୋଇ ଦଳ ତଥ୍ୟ
YearsTeam
2010–presentMadhya Pradesh
2013Pune Warriors
2014–2015Chennai Super Kings (#16)
2016-presentRising Pune Supergiants
Career statistics
ପ୍ରତିଯୋଗିତା FC List A T20
ମ୍ୟାଚ 31 16 6
ମୋଟ ରନ 296 16 25
ବ୍ୟାଟିଂ ହାର 10.57 3.20 8.33
ଶତକ/ଅର୍ଦ୍ଧଶତକ 0/0 0/0 0/0
ସର୍ବାଧିକ ରନ 39 9 17*
ବଲ ସଂଖ୍ୟା 6653 838 114
ଉଇକେଟ 131 22 5
ବୋଲିଂ ହାର 24.43 30.04 32.00
ଇନିଙ୍ଗସରେ ୫ଟି ଉଇକେଟ 8 0 0
ମ୍ୟାଚରେ ୧୦ଟି ଉଇକେଟ 2 n/a n/a
ସବୁଠୁ ଭଲ ବୋଲିଂ 8/84 4/44 2/26
କ୍ୟାଚ/ଷ୍ଟମ୍ପିଙ୍ଗ 9/– 5/– 0/-
Source: Cricinfo, 31 December 2013

ଇଶ୍ଵର ଚାନ୍ଦ ପାଣ୍ଡେ  (ଜନ୍ମ 15 ଅଗଷ୍ଟ , 1989 ) ଜେନ ଭାରତୀୟ କ୍ରିକେଟ ଖେଳାଳି । ସେ ଘରେଇ କ୍ରିକେଟ ରେ ମଧ୍ୟ ପ୍ରଦେଶ[] ତରଫ ରୁ ଖେଳିବା ସହ ଆଇପିଏଲ ରେ ଚେନ୍ନଇ ତରଫ ରୁ ଖେଳନ୍ତି । ସେ ଜଣେ  ଦହନ ହାତି ଦ୍ରୁତ ବୋଲର । ରଣଜୀ ଟ୍ରଫି 2012/13 ରେ ସେ ସର୍ବାଧିକ ୱିକେଟ ନେଇଥିଲେ । ସେ ଭାରତ A ଦଳ ପାଇଁ ଖେଳିବା ସହ 2014 ମସିହା ରେ ନିଉଜିଲାଣ୍ଡ ସହ ଖେଳିବାପାଇଁ ଘୋଷିତ ଟେଷ୍ଟ ଓ ଏକଦିବଶୀୟ ଦଳ ରେ ସ୍ଥାନ ପାଇଥିଲେ । ବର୍ତମାନ ସେ ପୁନେ ଦଳ ତରଫ ରୁ ଖେଳୁଛନ୍ତି [][]

ପ୍ରାରମ୍ଭିକ ଜୀବନ 

ଇଶ୍ଵର ମଧ୍ୟପ୍ରଦେଶ ରେୱା ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ଅବସରପ୍ରାପ୍ତ ଅଫିସର ଥିଲେ । ଇଶ୍ଵର ତାଙ୍କ କ୍ରିକେଟ ତାଲିମ ଏମଆରଏଫ କ୍ରିକେଟ ଫାଉଣ୍ଡସନ ରୁ ପାଇଥିଲେ । .[]

Career

2010 ମସିହା ରେ ଇଶ୍ଵର ଗୋଆ ସହ ଖେଳି ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେହି ସିଜନ ରେ ସେ ମାତ୍ର 9 ଟି ୱିକେଟ[] ନେଇଥିଲେ ମଧ୍ୟ 2011/12 ସିଜନ ରେ 25 ଟି ୱିକେଟ ପାଇଥିଲେ ।[] ପରବର୍ତୀ ସିଜନ ରେ ସେ ଆହୁରି ଉନ୍ନତି କରି 48 ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ହାସଲକାରୀ ହେଲେ । ସେ ସେହି ସିଜନ ରେ ମଧ୍ୟ ପ୍ରଦେଶ କୁ ବଙ୍ଗଳା ବିରୁଦ୍ଧ ମେଚ ରେ ଏକା 5/87 ଓ 5/58 [][]ନେଇ ଜିତାଇଥିଲେ । ତାହା ପରେ ସେ ଭାରତ A ପାଇଁ ମନୋନୀତ ହେଇଥିଲେ । 2013 ରେ ସେ ଆଇପିଏଲ ପାଇଁ ପୁନେ ଦଳ ରେ ଥିଲେ । []

2013 ରେ ସେ ଭାରତ A ଦଳ ପାଇଁ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ଅଣଅଫିସିଆଲ ଟେଷ୍ଟ ରେ  ରେ 4/46 ଓ 3/25 ନେଇ ଦଳ କୁ ବିଜୟୀ କରିଥିଲେ [୧୦]। ଦ୍ଵିତୀୟ ଟେଷ୍ଟ ରେ ପୁଣି 3/67 ଓ 1/16 [୧୧]ନେଇଥିଲେ । 

2016 ମସିହା ରେ ସେ T 20 ମେଚ ରେ ଆନ୍ଧ୍ର ପ୍ରଦେଶ ବିରୁଦ୍ଧ ରେ  ରେ ହାଟତ୍ରିକ ଅର୍ଜନ କରିଥିଲେ । [୧୨]

ଆଧାର ସମୂହ 

  1. Ishwar Pandey - Cricinfo
  2. http://www.bcci.tv/news/2013/press-releases/7409/india-squads-for-new-zealand-tour-announced
  3. "India squads for New Zealand tour announced". ]. Retrieved 31 December 2013.
  4. "Meet Ishwar Pandey, the latest Member of Indian Cricket Team". Biharprabha News. Retrieved 1 January 2014.
  5. Records / Ranji Trophy Plate League, 2010/11 / Most wickets
  6. Ranji Trophy Elite, 2011/12 / Records / Most wickets
  7. Ranji Trophy, 2012/13 / Records / Most wickets
  8. Pandey five-for leads Madhya Pradesh to improbable win
  9. Pune Warriors sign Ishwar Pandey
  10. India A in South Africa unofficial Test Series - 1st unofficial Test
  11. India A in South Africa unofficial Test Series - 2nd unofficial Test
  12. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ