Jump to content

ପଲ ଭାଲାଥି

ଉଇକିପିଡ଼ିଆ‌ରୁ
୧୯:୪୧, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Paul Valthaty") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବ୍ୟକ୍ତିଗତ ତଥ୍ୟ
ନାମPaul Chandrashekar Valthaty
ଘରୋଇ ଦଳ ତଥ୍ୟ
YearsTeam
2002India Under-19
2009–2010Rajasthan Royals
2011–2013Kings XI Punjab
Career statistics
ପ୍ରତିଯୋଗିତା First Class List A T20
ମ୍ୟାଚ 3 2 25
ମୋଟ ରନ 60 52 742
ବ୍ୟାଟିଂ ହାର 15.00 26.00 28.53
ଶତକ/ଅର୍ଦ୍ଧଶତକ 0/0 0/0 1/3
ସର୍ବାଧିକ ରନ 29 36 120*
ବଲ ସଂଖ୍ୟା 18 18 241
ଉଇକେଟ 0 0 11
ବୋଲିଂ ହାର  –  – 29.63
ଇନିଙ୍ଗସରେ ୫ଟି ଉଇକେଟ 0 0 0
ମ୍ୟାଚରେ ୧୦ଟି ଉଇକେଟ n/a n/a n/a
ସବୁଠୁ ଭଲ ବୋଲିଂ  –  – 4/29
କ୍ୟାଚ/ଷ୍ଟମ୍ପିଙ୍ଗ 1/– 1/– 5/–
Source: Cricinfo, 5 December 2011

ପଲ ଚନ୍ଦ୍ରଶେଖର ଭାଲାଥି [] (ଜନ୍ମ 7 ଡିସେମ୍ବର 1983 ) iଜେନ ଭାରତୀୟ କ୍ରିକେଟ ଖେଳାଳି । ସେ ପଞ୍ଜାବ ର କିଙ୍ଗ ଏକାଦଶ ତରଫ ରୁ ଆଇପିଏଲ ଖେଳନ୍ତି । 

ପ୍ରାରମ୍ଭିକ ଜୀବନ 

ପଲ ଙ୍କ ଜନ୍ମ ମୁମ୍ବାଇର ବୋରୀଭିଳି ଜିଲ୍ଲାରେ ହେଇଥିଲା । .[]

ଭାଲଥି ମୁମ୍ବାଇ ର ଦିଲୀପ ଭେଂସରକାର ଙ୍କ କ୍ରିକେଟ ଏକାଡେମି ରେ ତାଲିମ ନେଲା ପରେ ଦିଲୀପ ଙ୍କ ସୁପାରିସ କ୍ରମେ ଆନ୍ଧ୍ର ପ୍ରଦେଶ  ତରଫ ରୁ ଖେଳିଥିଲେ । 

ପ୍ରଦର୍ଶନ 

1990 ମସିହା ଯାଏ ପଲ ମୁମ୍ବାଇ  କ୍ରିକେଟ ରେ ଉପରକୁ ଉଠି ପାରିନଥିଲେ .[] ସେ ଭାରତୀୟ 19 ବର୍ଷ ରୁ କମ ଦଳ ରେ ସ୍ଥାନ ପାଇ ନିଉ ଜିଲାଣ୍ଡ ରେ ବିଶ୍ଵ କପ ପାଇଁ ମନୋନୀତ ହେଇଥିଲେ । ସେଠାରେ ସେ ଆହତ ଜନିତ କାରଣ ରୁ ଖେଳି ପାରି ନଥିଲେ । [] ସେ 2009 ସିଜନ ପାଇଁ ରାଜସ୍ଥାନ ରୟାଲ ଦ୍ଵାରା ଚୁକ୍ତିବଦ୍ଧ ହେଇ କିଛିମେଚ ଖେଳିଥିଲେ । ଏହାର ପ୍ରଦର୍ଶନ ଭିତ୍ତି ରେ ସେ ମୁମ୍ବାଇ T20 ଦଳ ରେ ସ୍ଥାନ ପାଇଥିଲେ । 

ଆଇପିଏଲ ରେ ପ୍ରଦର୍ଶନ 

ପଲ ଭାଲଥି ଙ୍କୁ ପଞ୍ଜାବ ଦଳ ବିଦେଶୀ ଖେଳାଳି ଙ୍କ ବଦଳ ଖେଳାଳି ଭାବେ ବ୍ୟବହାର କରିବାକୁ କିଣିଥିଲା । [] କିନ୍ତୁ ସେ ପ୍ରାରମ୍ଭିକ ବେତସ ମେନ ଭାବରେ ଚେନ୍ନଇ ବିରୁଦ୍ଧ ମେଚ ରେ ଖେଳି 63 ବଳ ରେ 120 ରନ କରିଥିଲେ ଓ 189 ରନ ର ଲକ୍ଷ୍ୟ  ପହଞ୍ଚିବାକୁ ମୂଲ୍ୟବାନ ଯୋଗଦାନ ଦେଇଥିଲେ । ଏହା ଆଇପିଏଲ 2011 ର ପ୍ରଥମ ଶତକ ଥିଲା । .[] ପରବର୍ତୀ ମେଚ ରେ ସେ 47 ବଳ ରେ 75 ରନ କରିବା ସହ 4 ଟି ୱିକେଟ ମଧ୍ୟ ନେଇଥିଲେ ।[] ପୁନଶ୍ଚ ସେ ପରବର୍ତୀ ମେଚ ରେ 31 ବଳ ରେ 46 ରନ କରିଥିଲେ । []

ଆଧାର ସମୂହ 

  1. {{cite web}}: Empty citation (help)
  2. "Nandyal Tiger" makes IPL statement.
  3. Paul Valthaty the new man in Mumbai Ranji team.
  4. AP's Paul Valthaty makes it to the Indian U-19 ICC World Cup squad.
  5. 'Invisible man' Valthaty puts IPL stars in shade, 23 April 2011
  6. Little known Valthaty single-handedly wins it for Kings XI, Yahoo Cricket
  7. Valthaty powers stunning Kings' win, cricketnext.in.com, 16 April 2011
  8. Kings XI Sets Imposing 196-Run Target For Rajasthan Royals, newsworms.com, 21 April 2011