Jump to content

ରମେଶ ପାୱାର

ଉଇକିପିଡ଼ିଆ‌ରୁ
୧୭:୪୨, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ramesh Powar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରମେଶ ରାଜାରାମ ପାୱାର ଶବଦ ବିଷୟରେ pronunciation  ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ମହାରାଷ୍ଟ୍ର ରାଜ୍ୟ ର ନାଗପୁର ଠାରେ 1978 ରେ ହେଇଥିଲା । 

2000 ମସିହା ରେ ରମେଶ ଭାରତୀୟ ଜାତିଯାଦଳ ପାଇଁ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳି ଥିଲେ । .[] 

ଖେଳ ଜୀବନ 

ମୁମ୍ବାଇ କ୍ରିକେଟ ଦଳ ପାଇଁ ରମେଶ ଜଣେ ଟାଣୁଆ ଖେଳାଳି ରହିବା ସହ 2002/03 ରେ ଦଳ ରଣଜୀ ଟ୍ରଫି ଜିତିବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । 

ବ୍ୟକ୍ତିଗତ ଜୀବନ 

ତାଙ୍କର ଭାଇ କିରଣ ପାୱାର ମଧ୍ୟ ଜେନ କ୍ରିକେଟ ଖେଳାଳି ଥିଲେ ।  []

ଆଧାର ସମୂହ 

  1. Ramchand, Partab (2000-04-15). "First list of NCA trainees". Cricinfo. Retrieved 2007-02-08.
  2. Vijay Telang appointed Vidarbha coach