ଜୟଦେବ ଉନାଡକଟ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Jaydev Dipakbhai Unadkat | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Left arm fast-medium | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
Only Test (cap 267) | 16 December 2010 v South Africa | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 197) | 24 July 2013 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 21 November 2013 v West Indies | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2010–present | Saurashtra | |||||||||||||||||||||||||||||||||||||||||||||||||||||||||||||||||
2010–2012 | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
2013 | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
2014–2015 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
2016-present | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, 2 May 2014 |
ଜୟଦେବ ଦୀପକଭାଇ ଉନାଡକଟ[୧] (ଜନ୍ମ 18 ଅକ୍ଟୋବର , 1991 , ଗୁଜୁରାଟ ର ଫୋର ବନ୍ଦର ) ଜେନ ଭାରତୀୟ କ୍ରିକେଟ ଖେଳାଳି । ସେ IPL ରେ କଲିକତା ଦଳ ତରଫ ରୁ ଖେଳନ୍ତି । ସେ ଭାରତୀୟଜାତୀୟ ଦଳ ଓ ଭାରତୀୟ 19 ବର୍ଷ ରୁ ତଳ ଜାତୀୟ ଦଳ ର ମଧ୍ୟ ପ୍ରତିନିଧିତ୍ଵକରିଛନ୍ତି । [୨]
ପ୍ରାରମ୍ଭିକ ଜୀବନୀ
ଜୟଦେବଙ୍କ ଜନ୍ମ 18 ଅକ୍ଟୋବର , 1991 , ଗୁଜୁରାଟ ର ପୋରବନ୍ଦର ଠାରେ ହେଇଥିଲା । ସେ ସେଠାରେ ତାଙ୍କର 2009 ମସିହା ରେ ସ୍କୁଲ ଶିକ୍ଷ୍ୟା ପ୍ରାପ୍ତ କରିଥିଲେ । [୩]
ଖେଳ ଜୀବନୀ
ରଣଜୀ ଟ୍ରଫି ରେ ଉନ୍ନତ ଖେଳ ପ୍ରଦର୍ଶନ ପରେ ସେ IPL ରେ ରାଜସ୍ଥାନ ରୟାଲ ଦଳ ବିରୂଢ ରେ ଖେଳି ଖୁବ ଆକର୍ଷକ ବୋଲିଂ କରିଥିଲେ । ସେ ତାଙ୍କର ପ୍ରଥମ ମେଚ ରେ 3 ୱିକେଟ ନେଇ କଲିକତା ଦଳ ର ବୋଲିଂ କୋଚ ୱାସିମ ଅକ୍ଜ୍ରାମ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେ ଭାରତୀୟ ଜାତୀୟ ଦଳ ପାଇଁ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବିରୁଦ୍ଧ ରେ ମେଚ ଖେଳି ଥିଲେ । ସେ ଜଣେ ଦ୍ରୁତ ବୋଲର ହେବା ସହ ଜଣେ ଉତ୍କୃଷ୍ଟ ଫିଲଡର ଭାବରେ ଜଣା ଶୁଣା ।
ଜୟଦେବ 2010 ମସିହା ଡିସେମ୍ବର 16 ତାରିଖ ରେ ଦକ୍ଷିଣ ଆଫ୍ରିକା ସହ ତାଙ୍କର ପ୍ରଥମ ଟେଷ୍ଟ ଖେଳିବାର ସୁଯୋଗପାଇଥିଲେ। ଆହତ ଜାହିର ଖାନ ଙ୍କ ସ୍ଥାନ ରେ ଖେଳି କିନ୍ତୁ ସେ କୌଣଶୀ ୱିକେଟ ପାଇବାରେ ସଫଳ ହେଇ ନଥିଲେ । ତାହା ପରେ ସେ ଘରେଇ କ୍ରିକେଟ ରେ ମଧ୍ୟ ଭଲ ପ୍ରଦର୍ଶନ ରେ ବିଫଳ ହେଇଥିଲେ ।
ପରେ ସେ କଲିକତା ଦଳ ଛାଡି IPL ପାଇଁ ବାଙ୍ଗାଲୋର ଦଳ ରେ 525,000 ଡଲାର ରେ ଚୁକ୍ତିବଦ୍ଧ ହେଇ ସର୍ବମୂଲ୍ୟବାନ ଖେଳାଳି ଭାବରେ [୪]ଯୋଗାଦେଇ ପୁଣି ଉତ୍ତମ ପ୍ରଦର୍ଶନ କୁ ପ୍ରତ୍ୟାବର୍ତନ କଲେ । ଦିଲ୍ଲୀ ବିରୁଦ୍ଧ ମେଚ ରେ ସେ 25 ରନ ଦେଇ 5 ୱିକେଟ ନେଇ man of the match[୫] ପୁରସ୍କାର ମଧ୍ୟ ହାସଲ କରିଥିଲେ ।
2004 ମସିହା ରେ ସେ ଦିଲ୍ଲୀ ଦଳ ପାଇ ଆଇପିଏଲ ଖେଳିଥିଲେ ଓ ଭଲ ପ୍ରଦର୍ଶନ ଜରିଆ ରେ ଭାରତୀୟ ଜାତୀୟ ଦଳାକୁ ପୁନରପ୍ରବେଶ କରିଥିଲେ । ତେବେ ତାଙ୍କର ଅନ୍ତର୍ଜାତିକ ପ୍ରଦର୍ଶନ ପୁଣି ନୈରାଶ୍ୟଜନକ ରହିଥିଲା । 2016 ଆଇପିଏଲ ପାଇଁ ସେ ପୁଣି କଲିକତା ଦଳ ପାଇଁ ଖେଳିଥିଲେ । ସେ ଟଙ୍କଟ T20 ଅନ୍ତର୍ଜାତିକ ମେଚ 2016 ରେ ଜିମ୍ବାବ୍ୱେ ବିରୁଦ୍ଧ ରେ ଖେଳିଥିଲେ ।
ଆଢହର ସମୂହ
ବାହ୍ୟ ସଂଯୋଗ ସବୁ
- Jaidev Unadkat's profile page on Wisden
- Player profile: ଜୟଦେବ ଉନାଡକଟ from CricketArchive
- Jaydev Unadkat Royal Challenger