Jump to content

ଦେବସଭା ମନ୍ଦିର

ଉଇକିପିଡ଼ିଆ‌ରୁ
୧୩:୧୭, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Devasabha Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Devasabha Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
TypeKalingan
Elevation26 m (85 ft)

ଦେବସଭା ମନ୍ଦିର ଭାରତୀୟ ରାଜ୍ୟ ଓଡିଶା ର ଭୁବନେଶ୍ବର ସହର ର ପୁରାତନ ଅଞ୍ଚଳ ରେ ଥିବା ଏକ ପରିତ୍ୟକ୍ତ ମନ୍ଦିର । ଏହାର ମୁଖ ପୂର୍ବ ଦିଗ କୁ ରହିଛି ଓ ଏଥିରେ ବର୍ତମାନ କୌଣଶି ମୂର୍ତି ବା ଲିଙ୍ଗା ନାହି । କୁହାଯାଏ ଯେ ଏହି ସ୍ଥାନ ପ୍ରାଚୀନ କାଳ ରେ ଦେବତା ମାନଙ୍କ ମିଳନ ସ୍ଥଳୀ ଥିଲା । 

ସ୍ଥାପତ୍ୟ 

ମନ୍ଦିର ର ନିର୍ମାଣ ଶୈଳୀ ପ୍ରାଚୀନ ରେଖା ଦେଉଳ ହେଇଥିବା ବେଳେ ଏହାରଚତୁର୍ଦିଗ ରେ ପଞ୍ଚଭାଗ ପ୍ରାଚୀର 2.43 ମିଟର ଉଛ ର ରହିଛି । 

ପୁନଶ୍ଚ ଦେଖଣା 

ଆଧାର ସମୂହ