Jump to content

ମଙ୍ଗଳେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
୧୨:୫୯, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mangalesvara Siva Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Mangalesvara Siva Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
TypeKalingan Style (Kalinga Architecture)
Elevation14 m (46 ft)

ମଙ୍ଗଳେଶ୍ଵର ଶିବ ମନ୍ଦିର ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ଭୁବନେଶ୍ବର ଠାରେ ଅବସ୍ଥିତ ଏକ ମନ୍ଦିର । ଏହାର ଅବସ୍ଥିତି  Lat- 20◦ 14’ 38" N., Long- 85◦ 50’ 38" E., ଠାରେ ଓ ଏହାର ଉଚ୍ଛତା 45 ଫୁଟ । 

ଅବସ୍ଥିତି 

ଏହି ମନ୍ଦିର ପାପନାଶିନୀ ନଦୀ ତଟ ରେ ଦକ୍ଷିଣ ପାଟ ରେ  ଅବସ୍ଥିତ । ଏହି ମନ୍ଦିର ର ମୁଖ ପୂର୍ବ ଦିଗକୁ ରହିଛି ଓ ଏଠାରେ କେବଳ ଯୋନିପିଥାରହିଛି । ଏହାଭୂତଳ ର 1.60 ମିଟର ତଳକୁ ରହିଛି । ଏଠାରେ ଶିବରାତ୍ରି , ସଙ୍କରନ୍ତି ,ଜଳାଭିଷେକ ଆଦି ପାରମ୍ପରିକ ସେବା ଅନୁଷ୍ଠିତ ହେଇଥାଏ । 

ଇତିହାସ 

ଏହି ଅଣ୍ଡିର 14 ଶ ଶତାବ୍ଦୀ ରେ ନିର୍ମିତ ହେଇଥିବାର ଏହାର ନିର୍ମାଣ ଶୈଳୀରୁ ଅନୁମିତ ହେଇଥାଏ । ବର୍ତମାନ ଏହି ମନ୍ଦିର ଏହାର ପୂଜକଙ୍କ ନିଜସ୍ବମାଳିକଣା ରେ ରହିଛି .

.ସ୍ଥାପତ୍ୟ 

ରେଖା ଓ ପିଢା କଳା ଅନୁସାରେ ଏହି ମନ୍ଦିର ନିର୍ମିତ । ଏହାର ଉତ୍ତର ଦିଗ  ରେ ପାପନାଶିନୀ କୁଣ୍ଡ ଘେରି ରହିଛି । 

ପୁନଶ୍ଚ ଦେଖଣା 

ଆଧାର samuh

  • Dr. Sadasiba Pradhan & Team, Dated on 15.11.2006,Debala Mitra, ‘Bhubaneswar’ New Delhi, 1958, P. 29.
  • K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17 and 25.
  • L. S.S. O’ Malley, Bengal District Gazetteer Puri, Calcutta 1908, P. 240.
  • M.M. Ganguly, Orissa and Her remains, Calcutta, 1912, PP. 393–394.
  • P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
  • R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
  • R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
  • T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.

ବାହ୍ୟ ସଂଯୋଗ