Jump to content

ସମ୍ବଲପୁରୀ ଭାଷା

ଉଇକିପିଡ଼ିଆ‌ରୁ
୧୩:୪୯, ୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kosli language") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kosli
Sambalpuri
Western Odia
Native toIndia
ଅଞ୍ଚଳWestern Odisha
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[]
(additional speakers may have identified as Oriya speakers)
Odia[][][][]
ଭାଷା କୋଡ୍
ISO ୬୩୯-୩spv

 କୋଷଳୀ ଭାଷା ,  ସମ୍ବଲପୁରୀ ଭାଷା ନାମ ରେ ମଧ୍ୟ ପରିଚିତ , ଏକ ପଶ୍ଚିମ ଓଡିଶା କେନ୍ଦ୍ରିକ ଓଡିଆ ଭାଷା । ( ଏହାକୁ ଓଡିଆ ଭାଷା ମଧ୍ୟ ରେ ଏକ ସ୍ଵତନ୍ତ୍ର ଭାଷା ଭାବରେ ମଧ୍ୟ ଦାବି କରାଯାଇଥାଏ ) ।[]

ଲିପି 

ସମ୍ବଲପୁରୀ ଭାଷା କୁ ଓଡିଆ ଲିପି ରେ ଲେଖାଯାଇଥାଏ । .[][][][]

ସାହିତ୍ୟ

ଉନବିଂଶ ଶତାବ୍ଦୀ ର ଶେଷ ଯାଏ ସମ୍ବଲପୁରୀ ଭାଷା ରେ କୌଣଶୀ ଲିଖିତ ସାହିତ୍ଯ ନଥିଲା । ଏହି ଭାଷା ରେ ଲିଖିତ କିଛି ପ୍ରସ୍ତର ଖୋଦନ , ତାମ୍ର  ଫଳକ କିଂବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । 1891 ମସିହା ରେ ଦେବଗଡ ରାଜ୍ୟ ରୁ ପ୍ରକାଶିତ " ସମ୍ବଲପୁର ହିତେଇଶିନୀ " କୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି8 ଗ୍ରହଣ କରାଯାଏ । .[] ଏଥିରେ ମଧୁସୂଦନ ମ୍ନାମକ ବ୍ୟକ୍ତି ଙ୍କ ଦ୍ଵାରା ଲିଖିତ ସମ୍ବଲପୁର ଅଞ୍ଚଳ ର ପ୍ରାଚୀନ କବିତା ନାମ ରେ ଏକ କବିତା ପ୍ରକାଶିତ ହେଇଥିଲା । ତାହାର ଏକ ଅଂଶ ଏହିପରି ,


" କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ  ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "


" ଦିଶୁ ଥିସୀ କାଳିଆ ତାର୍ ତାର୍  ପିନ୍ଧି ଥିସୀ ହଳଦିଆ ଜର୍ ଜର୍ ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

 ତାହାପରେ 1900 ମସିହା ରୁ 1910 ମସିହା ମଧ୍ୟ ରେ " ଭୁଲାମନ ଚଉତିଶା " " ଯତନ" ନାମକ ଜେନ ବ୍ୟକ୍ତି ଙ୍କ ଦ୍ଵାରା ରଚିତ ହେଇଥିଲା ।  ସେହି ସମୟ କାଳ ମଧ୍ୟ ରେ " ଚଇତନ ଦାସ " ଙ୍କ ଦ୍ଵାରା " ଚଢେଇ ଚଉତିଶା " ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "  ଗୁଣ୍ଡିଆ " , ଗଉଡ ଗମନ " , କୁମ୍ଭାର ପସରା " ଓ "ସୁନାରି ପସରା " ନାମ ର ଲେଖନ ପ୍ରକାଶିତ କରିଥିଲେ । 1915 ରୁ 1925 ମଧ୍ୟ ରେ " ଲକ୍ଷ୍ମଣ ପତି ଓ କପିଲା ମହାପତାର ମଧ୍ୟ କିଛି କୋଷଳୀ ଲେଖାବଳି ପ୍ରକାଶ କରିଥିଲେ । 


ଏହି କ୍ରମ ରେ 1891 ମସିହା ରୁ 1947 ମସିହା ଯାଏ 35 ତି କୋଷଳୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । [] 1891 ପୂର୍ବବର୍ତୀ ଯୁଗ କୁ ସମ୍ବଲପୁରୀ ଭାଷା ର "ଅନ୍ଧାର ଯୁଗ" କୁହାଯାଏ ।1970 ମସିହା ରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣ ରେ ସମ୍ବଲପୁରୀ ସାହିତ୍ଯ ଲେଖିବା ସହ ଅନନ୍ୟ ମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇ ଥ୍ଯିଲେ ।ସେ ସମ୍ବଲପୁରୀ ସାହିତ୍ଯ କୁ ଏକ ସ୍ଵତନ୍ତ୍ର ଶୈଳୀ ର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମନ ପ୍ରକାଶ କରି ଥିଲେ । ସେହି ପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ଯ କୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ମ ରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ ନୁହେ ) 

  1. ସତ୍ୟ ନାରାୟଣ ବହିଦାର ( 1913-1980) - ତାଙ୍କର ପ୍ରଥମକବିତା " ଅନୁଭୂତି " 1931 ମସିହା ରେ ପ୍ରକାଶିତ ହେଇଥିଲା । ସେ 119 ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ []
  2. Khageswar Seth – He wrote "Paerchha Sati" (1949).
  3. Indramani Sahu (1923–2006) – He wrote "Jharmali" (1953), " Kosali Ramayan " (1997)
  4. Nil Madhab Panigrahi – A strong proponent of Sambalpuri language, He gave up writing Oriya for his love for mother tongue, Sambalpuri. He founded, published and edited "Nisan", a Sambalpuri literary magazine which popularized Sambalpuri language and generated many Sambalpuri writers. He founded "Nisan Sahitya Sansad" and undertook the work of publishing Sambalpuri books written by others. His famous work is "Mahabharat Katha", the translation of Mahabharat in Sambalpuri.[] He co-authored "Samalpuri – Kosali Vyakaran" book with Prafulla Kumar Tripathy.
  5. Prafulla Kumar Tripathy – He compiled the book "Samalpuri Oriya Shabdakosha" (1987), a Sambalpuri to Oriya Dictionary. He is a celebrated figure in Oriya and Sambalpuri literature and grammar. He has also received Sahitya Academy Puraskar for his collection of Oriya short stories, "Nija Singhasana". Settled in Bhubaneswar, he continues to work towards getting Sambalpuri language an official status. He has also co-authored "Samalpuri – Kosali Vyakaran" book with Nil Madhab Panigrahi.
  6. Prem Ram Dubey – To popularize Sambalpuri language, he published "Hame Kosali Hamar Bhasa Kosali", a Sambalpuri literary magazine, and "Kosal Khabar" a news based magazine. He wrote many articles in these magazines.
  7. Hema Chandra Acharya (Born 20.4.1926 – Died 26.8.2009) – His works include "Satar Sati Brundavati", "Kathani Sat Satani", "Ram Raha" (2001). Ram Raha is the Sambalpuri version of the Raamayana. He has also written a novel "Nuni". He is popular among the masses as the 'Kosal Balmiki' for his Ram Raha.
  8. Mangalu Charan Biswal (Born 4.5.1935) – He wrote many Sambalpuri plays, among which "Bhukha" is famous, as it was filmed and earned many awards.[୧୦]
  9. Haldhar Nag (Born 31.3.1950) – He is a God's gift to Kosli language.[୧୧] He has written many Kosli poems, such as "Mahasati Urmila", "Achhia", etc. His works has been compiled into "Lokakabi Haladhar Granthabali"[୧୨] and "Surata". He was awarded the Padma Shri in 2016.[୧୩]
  10. Binod Pasayat – He wrote "Kayan Baetha" (1973).
  11. Dolgobind Bisi – He published a Kosali literary magazine "Kosalshree" and wrote "Kosali Bhasha Sundari"(1984). He published the "Kosali Ramayan" written by Sri Indramani Sahu.
  12. Nimai Charan Panigrahi – He has written many books including "Bhugale Bakhani", "Kham Khamalo", etc. His articles "Kosali Sabad Jharan", published in "Bharni", in Kosali literary magazine was very famous.
  13. Harekrishna Meher : He has translated the Meghaduta of Kalidas to "Kosli Meghaduta".[୧୪]
  14. Surama Mishra : She has written a children book "Titi Tian.[୧୫] The book is popular among the children of western Odisha.
  15. Pradyumna Bisi :"Jharjhari" a sambalpuri kaabya written by Pradyumna Bisi. In which the poet represent a women as a brook & brook also as women.their way of living are same.The book published in 2014

ପୁନଶ୍ଚ ଦେଖଣା 

  • Kosli language movement
  • Kosli Drama

ଆଧାର ସମୂହ 

  1. Kosli at Ethnologue (18th ed., 2015)
  2. ୨.୦ ୨.୧ ୨.୨ International Encyclopedia of Linguistics. Oxford University Press. 2003. pp. 467–. ISBN 978-0-19-513977-8. ଆଧାର ଭୁଲ: Invalid <ref> tag; name "IEL" defined multiple times with different content
  3. ୩.୦ ୩.୧ Bulletin of the Anthropological Survey of India. Director, Anthropological Survey of India, Indian Museum. 1979. ଆଧାର ଭୁଲ: Invalid <ref> tag; name "BASI" defined multiple times with different content
  4. ୪.୦ ୪.୧ Chitrasen Pasayat (1998). Tribe, Caste, and Folk Culture. Rawat Publications. ଆଧାର ଭୁଲ: Invalid <ref> tag; name "Pasayat1998" defined multiple times with different content
  5. ୫.୦ ୫.୧ Subodh Kapoor (2002). The Indian Encyclopaedia: La Behmen-Maheya. Cosmo Publications. pp. 4240–. ISBN 978-81-7755-271-3. ଆଧାର ଭୁଲ: Invalid <ref> tag; name "Kapoor2002" defined multiple times with different content
  6. Sambalpur Hiteishini, Vol III, Issue 1500, 1891.
  7. Panda, Sasanka Sekhar, " JHULPUL ", Chitrotpala Publications, Cuttack, 2003, ISBN 81-86556-33-8
  8. "Satya Narayan Granthabali", compiler – Shyam Sunder Dhar, Friends Emporium, Sambalpur, 2001.
  9. Panigrahi, Nil Madhab, "Mahabharat Katha", Lark books, Bhubaneswar, 1996, ISBN 81-7375-023-8.
  10. Biswal, Mangalu Charan, "Bhukha", Saraswat Pustak Bhandar, Sambalpur,1984
  11. Poetry makes him known as new Gangadhar Meher-Peanut seller Haladhar Nag carves niche for himself as poet of Kosali language
  12. Nag, Haldhar, "Lokakabi Haladhar Granthabali", compiler – Dwarikanath Nayak, Bidya Prakashan, Cuttack, 2000, ISBN 81-7703-009-4 (Five PhD theses on this class III-dropout poet)
  13. 5 PhD theses on this class III-dropout poet
  14. Harekrishna Meher's 'Kosli Meghaduta' released
  15. Kosli e-Book Titi Tian for children launched

ବାହ୍ୟ ସଂଯୋଗ ସବୁ