Jump to content

ଭିକମପାଳି

ଉଇକିପିଡ଼ିଆ‌ରୁ
୧୨:୨୪, ୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bhikampali") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bhikampali
ଭିକମପାଲି
Country India
StateOdisha
DistrictJharsuguda
Official LanguageOdia
Native LanguageOdia and Kosli
First settled1957
Government
 • TypeGram Panchayat
 • BodyGram Panchayat of Bhikampali
Area
 • ସମୁଦାୟ3.28 km2 (1.27 sq mi)
Elevation
208 m (682 ft)
Population
 (2011)
 • Total୯୨୦ []
Time zoneUTC+5:30 (IST)
PIN
768 226
Area code+91-6645
ଯାନବାହାନ ପଞ୍ଚୀକରଣOR-23
Nearest cityRaigarh
Avg. summer temperature45 °C (113 °F)

ଭିକମପାଲି ଭାରତୀୟ ରାଜ୍ୟ ଓଡିଶା ର ଝାରସୁଗୁଡା ଜିଲ୍ଲା ରେ ଅବସ୍ଥିତ ଏକ ମାଧ୍ୟମ ଆକାର ର ଗ୍ରାମ । [] ଏହି ଗ୍ରାମ ବଡଳେଲୋ ନଦୀ ତଟ ରେ ଓ ଛେଳିଆ ପହଡ ର ପଦ ଦେଶ  ରେ ଅବସ୍ଥିତ । ଏହା ଜିଲ୍ଲାମୁଖ୍ୟାଳୟ ଝାରସୁଗୁଡା ଠାରୁ 60 କିଲୋମିଟର ଦୁରବର୍ତୀ ଓ ଏହା ବ୍ରଜରାଜନଗର ବିଧାନ ସଭା ମଣ୍ଡଳୀ ତଥା ବରଗଡ ଲୋକସଭା ମଣ୍ଡଳୀ ଅଧୀନ ରେ ରହିଛି । 2011 ମସିହା ଜନଗଣନା ଅନୁସାରେ [] ଏହାର ଜନସଂଖ୍ୟା 920 ଥିଲା । 

ବ୍ୟୁପତ୍ତି 

ଭିକମପାଳି ଗ୍ରାମ ର ନାମ ସଂସ୍କୃତ ଶବ୍ଦ ' ଭିକ୍ଷ୍ୟାପଲ୍ଲୀ" ଅନୁସାରେ ହେଇଥିବାର ଜନାଜାଏ । ଏହା 2 ଟି ଶବ୍ଦ ' ଭିକ୍ଷ୍ୟା ' ଓ 'ପାଲି" ର ସଂଯୁକ୍ତ ଶବ୍ଦ । ଏହି ଶବ୍ଦ କ୍ରମଶଃ କୋଷଳୀ ଭାଷା ର ଅନିକରଣ ରେ ଭିକମପାଳି ହେଇଗଲା । 

ଇତିହାସ 

1957 ମସିହା ରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ କାଳ ରେ ପ୍ରାଚୀନ ପଦମପୁର ଗ୍ରାମ ଜଳମଗ୍ନ ହେଲା । ଏହି ଗ୍ରାମ ର ଲୋକଙ୍କୁ ନିକଟସ୍ଥ ଅନେକ ଗ୍ରାମାଞ୍ଚଳ ରେ ଥଇଥାନ କରାଗଲା । ଶେଠୀ ମଧ୍ୟ ରୁ ଏକ ଗୋଷ୍ଠୀ ର ପରିବାର ବୁଡି ଯାଇଥିବା ଗ୍ରାମ ଠାରୁ 2 କିଲୋମିଟର ଦୁରବର୍ତୀ " ଭିକ୍ଷ୍ଯାପଲ୍ଲୀ' ଗ୍ରାମ ରେ ବସତି କରି ରହିଲେ । ତାହା ପରବର୍ତୀ କାଳ ରେ ଭିକମପାଳି ନାମ ରେ ପରିଚିତ ହେଲା । 

ଭୌଗୋଳିକ ସ୍ଥିତି 

ଭିକମପାଳି ଗ୍ରାମ ଛେଳିଆ ପାହାଡ ର4ଅ ପଦ ଦେଶ ରେ 3.28 ବର୍ଗ କିଲୋମିଟର ଅଞ୍ଚଳ ନେଇ ଅବସ୍ଥିତ । []ଏହି ଗ୍ରାମ ସନ୍ନିକଟ ରେ 2 ଟି ଉପ  ନଦୀ ସାନକେଲୋ ଓ ବଡକେଲୋ ପ୍ରବାହିତ ହେଇ ମହାନଦୀ ରେ ପତିତ ହୁଏ । ଗ୍ରାମ ର ଉତ୍ତର ଦିଗ ରେ ହିମଗିରି ପାର୍ବତ୍ଯ ରେଞ୍ଜ ରହିଛି ଓ ହୀରାକୁଦ ଜଳଭଣ୍ଡାର ର ପାଶ୍ଚାତ୍ୟଞ୍ଚଳ ଏଠାରୁ 2 କିଲୋମିଟର ଦୂର ରେ ଅବସ୍ଥିତ । ଗ୍ରାମ ଟି ଛୋଟନାଗପୁର ମାଳଭୂମି ଅଞ୍ଚଳ ର ନିକତାବରୀ ଇଲାକା । ଛେଳିଆ ପାହାଡ କୁଆର୍ତ୍ଜ ପଥର( Quartz) ରେ ଭର୍ତି ହେଇଥାଏ । ଗ୍ରାମ ଟି ଛତିଶଗଦ ରାଜ୍ୟ ର ସୀମା ରେ ରହିଛି ।



ଜଳବାୟୁ 

ଗ୍ରାମ ର ଅବସ୍ଥିତି 21.47° north longitude and 83.34° east latitudeଓ ଏହା ସମୁଦ୍ରପତ୍ତନ ଠାରୁ 649-682 ଫୁଟ ଉପରେ ରହିଛି । ଏଠାରେ ଗ୍ରୀଷ୍ମ କାଳୀନ ତାପ ମାତ୍ରା 48 ଡିଗ୍ରୀ ଯାଏ ହେଇଥାଏ ଓ ବାର୍ଷିକ ବୃଷ୍ଟିପାତ ହାରାହାରି 1527 ମିଲିମିଟର । 

Climate data for Bhikampali
Month Jan Feb Mar Apr May Jun Jul Aug Sep Oct Nov Dec Year
Record high °C (°F) 32
(90)
35
(95)
41
(106)
43
(109)
47
(117)
46
(115)
37
(99)
35
(95)
35
(95)
36
(97)
32
(90)
31
(88)
47
(117)
Average high °C (°F) 28
(82)
30
(86)
34
(93)
40
(104)
42
(108)
38
(100)
31
(88)
31
(88)
31
(88)
31
(88)
30
(86)
28
(82)
32.8
(91.1)
Average low °C (°F) 12
(54)
15
(59)
18
(64)
24
(75)
27
(81)
28
(82)
24
(75)
25
(77)
24
(75)
21
(70)
16
(61)
12
(54)
20.5
(68.9)
Record low °C (°F) 8
(46)
8
(46)
16
(61)
18
(64)
22
(72)
22
(72)
22
(72)
22
(72)
22
(72)
15
(59)
12
(54)
7
(45)
7
(45)
Average precipitation mm (inches) 18.6
(0.732)
21
(0.83)
13.5
(0.531)
21.3
(0.839)
42.2
(1.661)
221.0
(8.701)
377.4
(14.858)
409.6
(16.126)
241.9
(9.524)
58.7
(2.311)
13.8
(0.543)
6.0
(0.236)
୧,୪୪୫
(୫୬.୮୯୨)
Average rainy days (≥ 0.01) 1.4 1.5 1.5 2.0 3.3 9.7 16.1 16.8 11.2 3.6 0.8 0.5 68.4
Average relative humidity (%) 61 55 45 40 40 61 86 86 85 77 67 64 63.9
Source: Weatherbase[]

ଯାତାୟାତ 

ଜାତୀୟ ରାଜପଥ 130 ( ପୂର୍ବତନ NH200) ଏହି ଗ୍ରାମ ଦେଇ ଯାଇଛି । ଏହି ରାସ୍ତା ଦ୍ଵାରା ଏହି ଗ୍ରାମ ଝାରସୁଗୁଡା , ରାୟଗଡ଼ ସହ ସଂଯୁକ୍ତ । ଏହି ଗ୍ରାମ ରୁ ନିକଷଟସ୍ଥ ଗ୍ରାମ ଗୁଡିକୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ଦ୍ଵାରା ପକ୍କା ସଡକ ସଂଯୋଗ ରହିଛି ଓ ହୀରାକୁଦ ଜଳଭଣ୍ଡାର ଦ୍ଵାରା ଫେରି ଡଙ୍ଗା ପରିବହନ ଯୋଗେ ବରଗଡ ଓ ସମ୍ବଲପୁର କୁଜାତଯାତ ମଧ୍ୟ କରି ହୁଏ । ଏଠାରୁ ନିକଟସ୍ଥ ରେଳ ପରିବହନ ସୁବିଧା 22 କିଲୋମିଟର ଦୂର ରାୟଗଡ ଠାରେ ମିଳେ । ଓଡିଶା ର ବେଲପାହାଡ ରେଳ ଷ୍ଟେସନ ଏଠାରୁ 40 କିଲୋମକିତର ଦୁରବର୍ତୀ । ନିକଟବରତି ବିମାନ ବନ୍ଦର ରାୟପୁର , ଝାରସୁଗୁଡା  ଓ ଭୁବନେଶ୍ବର ଠାରେ ଅବସ୍ଥିତ .

ଅର୍ଥନୈତିକ ସ୍ଥିତି 

ଏଠାକାର ଅଧିବଶି ମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭରଶୀଳ ଥିଲେ । ମାତ୍ର ଗତ ଦୁଇ ଦଶନ୍ଦି ରୁ କ୍ରୋସାକୀ [] ଓ OCL  [] ଛେଳିଆ ପାହାଡ ରେ ଖ୍ୟାନନ କାର୍ଯ୍ୟ ଆରମ୍ଭ କଲେ ଓ ଏହି ଅଞ୍ଚଳ ର ବହୁ ଲୋକ ଏଥିରେ ନିଜର ଜୀବିକା ନିର୍ବାହ ନିମନ୍ତେ କାର୍ଯ୍ୟ ପାଇଥିଲେ । ଏଠାରେ ସେହି ସମୟ ରୁ ଅର୍ଥନୈତିକ ଉନ୍ନତି ଆରମ୍ଭ ହେବା ସହ ବେଙ୍କ ସେବା ମଧ୍ୟ ଉପଲବ୍ଧ ହେଲା । .[]ଗ୍ରାମୀଣ କୃଷି  ର ଉନ୍ନତି ପାଇଁ ମଧ୍ୟ ଏଠାରେ ଉନ୍ନୟନ ବେଙ୍କ ରହିଛି । 

ଜନ ଆବାଦୀ 

 2011 ଜନଗଣନା ଅନୁସାରେ ଭିକମପାଳି ଗ୍ରାମ ର ଜନସଂଖ୍ୟା 920 ଥିଲା । ତନ୍  ମଧ୍ୟ ରୁ ପୁରୁଷ 448 ଥିବା ବେଳେ ମହିଳା 472 ଥିଲା । 6 ବର୍ଷ ରୁ କମ ଆବାଦୀ 112 ହେଇଥିବା ବେଳେ ପୁରୁଷ ମହିଳା ଅନୁପାତ 1000:1054 ରହିଥିଲା । ସାକ୍ଷ୍ୟରତା ହାର 72.90 ଯାହା ଜାତୀୟ ହାର ( 59.5%)ଠାରୁ ଯଥେଷ୍ଠ ଅଧିକ ।[] 

Education

ଏଠାରେ ଏକ ପୁରାତନ ତଥା ସୁନାମ ପ୍ରାପ୍ତ ମଡେଲ ସ୍କୁଲ ଥିବା ସହ ଭିକମ ପାଲି ହାଇ ସ୍କୁଲ ରହିଛି ।[୧୦] ନିକଟସ୍ଥ ବିଜାପାଳି ଠାରେ ମହିମା କଲେଜ ରହିଛି । 

ଧର୍ମ 

ହିନ୍ଦୁତ୍ଵ ଏଠାରେ ମୁଖ୍ୟ ଧର୍ମ ହେଇଥିବା ବେଳେ ଅଧିକାଂଶ ଅଧିବାସୀ ଆଦିବଶି ସଂପ୍ରଦାଯ ର ହେଇଥାନ୍ତି । ଗ୍ରାମ ରେ ମାଁ ସମଳୟ , ମାଁ ପଦ୍ମଷିଣୀ , ଭଗବାନ ଶିବ ଓ ଭଗବାନ ହନୁମାନ ଙ୍କ ମନ୍ଦିର ରହିଛି। [୧୧]

ପର୍ଯ୍ୟଟନ 

ପଦ୍ମାସିନୀ ଦେବୀ ଙ୍କ ମନ୍ଦିର ଓ ହୀରାକୁଦ ଜଳଭଣ୍ଡାର ର ପ୍ରକୃତିକ ଦୃଶ୍ୟ ପାଇଁ ଏହା ଏକ ପର୍ଯ୍ୟଟକ ଆକର୍ଷଣ କେନ୍ଦ୍ର ହେଇଛି । ହୀରାକୁଦ ବନ୍ଧ ନିର୍ମାଣ ସମୟ ରେ ଜଳମଗ୍ନ ହେଇଥିବା ମନ୍ଦିର ସମୂହ ଅଦ୍ୟାବଧି ରହିଛି ଓ ଗ୍ରୀଷ୍ମ କାଳ ରେ ଜଳ ପତ୍ତନ ସ୍ତର କମିଲେ ତାହା ସବୁ ଦୃଷ୍ଟିଗୋଚର ହୁଏ । .[୧୨] ଗ୍ରାମ ରୁ 15 କିଲୋମିଟର ଦୂର ରେ କୋଇଲି ଘୁଘର ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟକ କେନ୍ଦ୍ର । [୧୩]

ଗେଲେରୀ 

ଆଧାର ସମୂହ 

  1. http://www.censusindia.gov.in/pca/SearchDetails.aspx?Id=398939
  2. Bhikampali Google earth map
  3. 2011 census
  4. {{cite web}}: Empty citation (help)
  5. "Climate Data(Weatherbase) (Data for nearest city Jharsuguda is taken for approximation)". Retrieved 1 July 2016.
  6. http://www.trlkrosaki.com/manufacturing/our-mines.aspx
  7. http://www.orissaminerals.gov.in/Mines/OperatingMines_Next.aspx?
  8. http://ugb.co.in/branches.htm
  9. http://www.censusindia.gov.in/pca/SearchDetails.aspx?
  10. http://www.icbse.com/schools/panchayat-high-school-bhikampali/21020502501
  11. http://www.censusindia.gov.in/pca/SearchDetails.aspx?
  12. http://www.jharsugudazp.odishapr.gov.in/web/316_jharsuguda-district-panchayat/hidden/-/asset_publisher/tMn6waGjYWb6/content/padmasini-temple-of-padampur/1089299?redirect=http://www.jharsugudazp.odishapr.gov.in/
  13. http://www.jharsugudazp.odishapr.gov.in/web/316_jharsuguda-district-panchayat/hidden/-/asset_publisher/tMn6waGjYWb6/content/koilighughar-water-fall/1089299?redirect=http://www.jharsugudazp.odishapr.gov.in/
  • Pin code Bhikampali [୧]
  • Info about Bhikamapali [୨]
  • Info about Bhikamapali [୩]
  • Info about Bhikamapali [୪]
  • Info about Bhikamapali [୫]