ତାଳଚେର କୋଇଲାଖଣି ସମୂହ
ତାଳଚେର କୋଇଲାଖଣି ସମୂହ ଭାରତୀୟ ରାଜ୍ୟ ଓଡିଶା ର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ । ଏହା ଭହମଣି ନଦୀ ଉପତ୍ୟକା ରେ ଅବସ୍ଥିତ
The coalfield
ଭାରତୀୟ ଭୂତତ୍ଵ ସର୍ଭେ ବିଭାଗ ଦ୍ଵାରା ଅନୁସନ୍ଧାନ ର ତଥ୍ୟ ଅନୁସାରେ ଏଠାରେ 38.65 ବିଲଲିଆନ ଟନ କୋଇଲା ଗଚ୍ଛିତ ଥିବାର ଜଣା ଯାଏ । ଏହା ଭାରତ ର ସର୍ବବୃହତ କୋଇଲା ଗଚ୍ଛିତ ଥିବା ସ୍ଥଳ । [୧]
ତାଳଚେର କୋଇଲାଖଣି ଅଞ୍ଚଳ 500 ବର୍ଗ କିଲୋମିଟର ଅଞ୍ଚଳ ରେ ବ୍ୟାପ୍ତ । ଏହି କୋଇଲା ନିମ୍ମ ଗ୍ରେଡ ର ହେଇଥାଏ । ଏଥିରେ ମାତ୍ର 35% କାର୍ବନ ସହ 40 % ଅନନ୍ୟ ଦହନଶୀଳ ଦ୍ରବ୍ଯ ଓ 25% ପାଉଶ ଅଂଶ ରହିଥାଏ । [୨] 2011 ମସିହା ଅନୁସାରେ ଏଠାରୁ ଦୈନିକ 100 ,000 ଟନ ପରିମାଣ ର କୋଇଲା ଉତ୍ତୋଳିତ ହେଇ ଓଡିଶା , ତାମିଲନାଡି , ଆନ୍ଧ୍ରା ପ୍ରଦେଶ , ପଶ୍ଚିମ ବଙ୍ଗ ଓ ଭାରତ ର ଅନନ୍ୟ ଅଞ୍ଚଳ କୁ ଶକ୍ତି ଉତ୍ପାଦନ କେନ୍ଦ୍ର ମାନଙ୍କୁ ପରବହନ ହେଇଥାଏ ।[୩]
ଇତିହାସ
ଏଠାରେ କୋଇଲା ଖଣି ଥିବାର 1837 ମସିହା ରେ ପ୍ରଥମେ ଉଦ୍ଭାବିତ ହେଇଥିଲା । 1921 ମସିହା ରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀ ଦ୍ଵାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫ ରୁ ଅନେକ କୋଇଲାଖଣି ଆରମ୍ଭ ହେଲା । ଦକ୍ଷିଣ ବଳାଣ୍ଡା ଖଣି 1960 ମସୁହା ରେ , ନନ୍ଦିରା ଖଣି 1962 ରେ , ଜଗନ୍ନାଥ ଖଣି 1972 ରେ ଉତ୍ପାଦନ ଆରମ୍ଭ କଳା । 1972/73 ମସିହା ରେ 0.91 ମିଲିୟନ ଟନ ଉତ୍ପାଦିତ ହାଉଥିବା ସ୍ଥଳେ 2001/02 ରେ ତାହା ବୃଦ୍ଧହୀ ପାଇ 33.10 ମିଲିୟନ ଟନ କୁ ପହଞ୍ଚି ଥିଲା ।ତାଳଚେର କୋଇଲାଖଣି ଅଞ୍ଚଳ କୁ ପାଞ୍ଚ ଟି ପ୍ରଶାସନିକ ଆଞ୍ଚଲ ଯଥା ତାଳଚେର , ଜଗନ୍ନାଥ , କଳିଙ୍ଗ , ଲିଙ୍ଗରାଜ ଓ ହିଙ୍ଗୁଳା [୪][୫][୬]
ପରିବହନ
1922 ମସିହା ରୁ ନିର୍ଗୁଣ୍ଡି ଠାରୁ ରେଳପଥ ସଂଯୋଗ ହେଇ ରେଳ ଜରିଆ ରେ ପରିବହନ ହେବା ସହ ରାଜପଥ ରେ ମଧ୍ୟ ପରିବହନ ହୁଏ । [୭]
References
- ↑ "Coal Resources of India (As on 1.1.2004)" (PDF). Coal Wing, Geological Survey of India, Kolkata. Retrieved 30 November 2012.
- ↑ Majid Hussain, Geography of India (for Civil Service Exams), pp. 6-8, Tata McGraw Hill
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)