Jump to content

ଉପ୍ପଳ କାଲାନ

ଉଇକିପିଡ଼ିଆ‌ରୁ
୨୨:୧୧, ୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Uppal Kalan") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଉପ୍ପଳ କାଲାନ iଭରଟିୟାରଜ୍ୟ ତେଲେଙ୍ଗନା ର ହାଇ।ଦରାବାଦ ମେଟ୍ରୋ ସହର ର ଉପକଣ୍ଠ ରେ ଥିବା ଏକ ସହରାଞ୍ଚଳ । ଏହା ଉପ୍ପଳ ମଣ୍ଡଳ ର ମଣ୍ଡଳ ମୁଖ୍ୟାଳୟ ମଧ୍ୟ ।[] ଏହା କିସାରା ରେଭେନ୍ୟୁ ଡିଭିଜନ ର ଅନ୍ତର୍ଗତ । ବୃହତ ହାଇଦରାବାଦ ମୁନସିପାଳ କର୍ପୋରେସନ ରେ ମିଶିବା ଆଗରୁ ଏହା ଏକ ସ୍ଵତନ୍ତ୍ର ମୁନସିପାଲିଟି  ଥିଲା । .[]

ଜଣ ଆବାଦୀ

 2001 ଜନଗଣନା []ଅନୁସାରେ ଉପ୍ପଳ କାଲାନ ର ଜନସଂଖ୍ୟା 118,259 ଥିଲା । ଏଥି ମଧ୍ୟ ରୁ ପୁରୁଷ ସଂଖ୍ୟା 52% ଥିବା ବେଳେ ମହିଳା ସଂଖ୍ୟା 48 % ଥିଲା ଓ ସାକ୍ଷ୍ୟରତା ହାର 73 % ଥିଲା ଯାହା ଜାତୀୟ ହାର 59.5% ଠାରୁ ଯଥେଷ୍ଠ ଅଧିକ । 6 ବର୍ଷ ରୁ କମ ଆବାଦୀ 12 % ଥିଲା । 1991 ପରେ ଏହାର ଜନସଂଖ୍ୟା ବୃଦ୍ଧହୀ ହାରା 56 % ହେଇଥିଲା । 

ଉପ୍ପଳ କାଲାନ ନିକଟ ରେ ଭାରତୀୟ ଜାତୀୟ ରାଜପଥ 202 

ପୁନଶ୍ଚ ଦେଖଣା 

  • Uppal (Assembly constituency)

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)