ଜାତୀୟ ରାଜପଥ 163 ( ଭାରତ )
ଦେଖଣା
ଜାତୀୟ ରାଜପଥ 163 ( ଭାରତ )(ପୂର୍ବତନ ଏନଏଚ-202 )ଏକ ଜାତୀୟ ରାଜପଥ ଯାହା ତେଲେଙ୍ଗନା ରାଜ୍ୟ ର ହାଇଦରାବାଦ କୁ ଛତିଶଗଡ ରାଜ୍ୟ ର ଭୁପାଳପାଟନମ ସହ ସଂଯୋଗ କରେ । ଏହି ରାସ୍ତା ଆଗରୁ ୱାରାଙ୍ଗାଲ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ହିସାବ ରେ ଥିଲା । ତାହାକୁ ପରିବର୍ଧିତ ଓ ଉନ୍ନତି କରି ତାହାକୁ ଜାତୀୟ ରାଜପଥ ମାନ୍ୟତା ଦିଆ ଯାଇଥିଲା । ଗୋଦାବରୀ ନଦୀ ଉପରେ ଏହାର ନୂତନ ବ୍ରିଜ ନିର୍ମାଣ କରାଗଲା । ଏହି ସୁନ୍ଦର ରାସ୍ତା ତଡଭାଇ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଦେଇ ଯାଇଥାଏ ।
ପଥ
- ହାଇଦେରବାଦ ସହର ରୁ ଏହି ରାଜପଥ ବାହାରି ଗୋଲନାକା , ଅମ୍ବରପେଟ , ରମନାଥପୁର , ଉପ୍ପଳ କାଲାନ , ଘାତକେଶର ଅଞ୍ଚଳ ଦେଇ ମୂଷି ନଦୀ ର ଉତ୍ତର କୁଳ ଯାଏ ।
- ଘାଟକେସର, ଭୋଂଗୀର , ଆଲେରୁ , ଜଙ୍ଗାୟନ, ରଘୁନାଥପଲ୍ଲେ, ୱାରାଙ୍ଗାଲ ମୁଳୁଗ , ଚନଦୃପତଲା ଓ ଭଦ୍ରକାଳୀ [୧]ଆଦି ଅଞ୍ଚଳ ଦେଇ ଏହା ଯାଇଥାଏ ।
- ଏହି ରାଜପଥାଜାତିୟ ରାଜପଥ 63 ( ଭାରତ ) କୁ ଭୋପାଳପତନମ ସ୍ଥାନ ରେ ଅତିକ୍ରମ କରିଥାଏ ।
- ହାଇଦେରବାଦ ଠାରେ ଏହା ଜାତୀୟ ରାଜପଥ 44 ସହ ମଧ୍ୟ ମିଳିତ ହୁଏ ।
ଜାତୀୟ ରାଜପଥ 163 ର ବିବରଣୀ
Name [୨] | Relation | Status | Length | route | Remarks |
---|---|---|---|---|---|
NH163 | 3249370 | 334 km | N 63 near Bhopalpatnam, Venkatapuram, Warangal, NH 44 near Hyderabad |
ଆଧାର ସମୂହ
- ↑ Openstreetmap NH 163
- ↑
{{cite web}}
: Empty citation (help)