Jump to content

ହାଥନୀ କୁଣ୍ଡ ବାରେଜ

ଉଇକିପିଡ଼ିଆ‌ରୁ
୨୦:୫୪, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Hathni Kund Barrage") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

 ହାଥନୀ କୁଣ୍ଡ ବାରେଜ , ଏକ କଂକ୍ରିଟ ନିର୍ମିତ ବାରେଜ । ଏହା ଭାରତୀୟ ରାଜ୍ୟ ହରିୟଣା ର ଯମୁନା ନଦୀ ତୀର ରେ ଥିବା ଯମୁନା ନଗର ଜିଲ୍ଲାରେ ଅକ୍ଟୋବର 1996 ମସିହା ରୁ 1999 ଜୁନ ମଧ୍ୟ ରେ ରେ ନିର୍ମିତ ହେଇଥିଲା ।ଏହା 1873 ମସିହା ରେ ନିର୍ମିତ  3 କିଲୋମିଟର ତଳକୁ ଥିବା ତାଜେବଳ ବାରେଜ ଅକାମି ହେବା କାରଣ ରୁ ନିର୍ମିତ ହେଇଥିଲା । ଏହି ବାରେଜ ଦ୍ଵାରା ଯମୁନା ନଦୀ ଜଳ କୁ ପଶ୍ଚିମ ଓ ପୂର୍ବ କେନାଲ କୁ ଛାଡିଥାଏ । ଏହି ବାରେଜ ଦ୍ଵାରା ସୃଷ୍ଟି ହେଇଥିବା ଜଳଭଣ୍ଡାର 31 ଟି ପ୍ରଜାତି ର ପକ୍ଷୀଙ୍କ ପାଇଁ ଆର୍ଦ୍ର ଭୂମି ଭାବରେ କାର୍ଯ୍ୟ କରିଥାଏ । []

1970 ମସିହା ରୁ ତାଜେବାଲା ବାରେଜ ସ୍ଥାନ ରେ ଏହାକୁ ନିର୍ମାଣ ପାଇଁ ଯୋଜନା ହାଉଥିଲେ ମଧ୍ୟ ହରିୟଣା ରାଜ୍ୟ ଓ ଯମୁନା ରୁ ଜଳ ଭାଗ ନଉଥିବା ହିମାଚଳ ପ୍ରଦେଶ ମଧ୍ୟ ରେ ବୁଝାମଣା ହେଇ ପାରୁ ନ ଥିବାରୁ ଏହା ନିର୍ମିତ ହେଇ ପାରୁ ନଥିଲା । 1994 ମସିହା ରେ ଏଟି ପାଇଁ ବୁଝାମଣା ହେଲା । [] ବାରେଜ ର ନିର୍ମାଣ କାର୍ଯ୍ୟ 1999 ରେ ସମାପ୍ତ ହେଲେ ମଧ୍ୟ ଏହା କିଛି କାର୍ଜ୍ୟ ରହିଯିବାରୁ 2002 ମସିହା ରେ କାର୍ଜୟକ୍ଷମ ହେଲା । [] ବାରେଜ ର ଦୈର୍ଘ୍ୟ 1,181 ଫୁଟ ଓ ଏଥିରେ 10 ଟି8 ସ୍ପିଲ୍ଲ ୱେ ରହିଛି । ଏଥିରୁ 28,200 ବର୍ଗ ମିଟର ଜଳ ନିଷ୍କାଶିତ ହୁଏ ।  []

ଆଧାର ସମୂହ 

  1. Tak, Prakash C.; Jagdish P. Sati; Anjum N. Rizvi (April 2010). "Status of waterbirds at Hathnikund Barrage wetland, Yamunanagar District, Haryana, India" (PDF). 2 (4): 841. Retrieved 10 July 2011. {{cite journal}}: Cite journal requires |journal= (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)