Jump to content

ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
୧୮:୪୯, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bir Shikargah Wildlife Sanctuary") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ (Hindi: बीड़ शिकारगाह वन्यजीव अभयारण्य) ଭାରତୀୟ ରାଜ୍ୟ ହରିୟଣା ର ପଞ୍ଚକୁଲା ଜିଲ୍ଲା ରେ ଅବସ୍ଥିତ । ଏହାର ଆୟତନ 767.30 ବର୍ଗ କିଲୋମିଟର । ଏହା ମଧ୍ୟ ରେ ପିନିଜୋରେ ସ୍ଥିତ ଛଞ୍ଚାଣ ରକ୍ଷଣ ଓ ଅଭିବୃଧ୍ହୀ କେନ୍ଦ୍ର ମଧ୍ୟ ରହିଛି । 

ଅବସ୍ଥିତି 

ଏହା ପିନିଜୋର ଠାରୁ 8 କିଲୋମିଟର ଦୂରରେ ଅବସ୍ଥିତ । .[] ଏହା ନିକଟବରତି ମୁଖ୍ୟ ସ୍ଥାନ ମାନଙ୍କ ସହ ରାସ୍ତା ପଥ ରେ ସଂଯୁକ୍ତ। 1987 ମସିହା ରେ ଏହା ହରିୟଣା ସରକାର ଙ୍କ ଜଙ୍ଗଲ ବିଭାଗ ଦ୍ଵାରା ଅଭୟାରଣ୍ୟ ଭାବରେ ଘୋଷିତ ହେଇଥିଲା । 

ପରିବେଶ ନିୟନ୍ତ୍ରିତ ଅଞ୍ଚଳ 

ଭାରତ ସରକାର ଏହାକୁ 2009 ମଶିହା ରେ ପରିବେଶ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରିଥିଲେ । ଫଳ ରେ ଏହାର 5 କିଲୋମିଟର ବ୍ୟାସ ଅଞ୍ଚଳ ରେ କୌଣଶି ନିର୍ମାଣ ହେଇପାରିବ ନାହିଁ ଓ ପରବେଶ ବଜାୟ ରହିବ  ।.[]

Animals

Indian leopard

ଶିବାଳିକ ପାର୍ବତ୍ଯ ଅଞ୍ଚଳ ରେ ଶିକାରଗଡ , ଖୋଲି ହି-ରଇତାନ ଓ କଲେଶର , ଏହି 3 ଟି ଅଭୟାରଣ୍ୟ ବା ଜାତୀୟ ପାର୍କ ଖୁବ ନିକଟରେ ଅବସ୍ଥିତ । ତେଣୁ ସେ ସବୁ ଅଞ୍ଚଳ ରେ ଜୀବଜନ୍ତୁ ସମାନ ପ୍ରକାର ର ଦେଖା ଯାଇଥାନ୍ତି । ବୃକ୍ଷ ମଧ୍ୟ ରେ ମଧ୍ୟ ସମାନତା ରହିଥାଏ । ଏହି ଅଞ୍ଚଳ ରେ ଭାରତୀୟ ଲେପାର୍ଡ , ଏସୀୟ ହାତୀ , ଚିତଳ , ସଂଭର , ଭାରତୀୟ କୋକି ଶିଆଳ ଲାଙ୍ଗୁର , ମଙ୍ଗୁଜ , ଜଙ୍ଗଲି ବିରାଡି ଆଦି ପ୍ରାଣୀ ରହିଥାନ୍ତି । []

ନିକଟସ୍ଥ ଆକର୍ଷଣ 

  •  କଲେସାର ଜାତୀୟ ପାର୍କ - ଏହା ଯମୁନାନଗର ଠାରୁ 15 କିଲୋମିଟର ଦୂର ରେ ଅବସ୍ଥିତ ।
  • ଖୋଳ-ହି -ରତ୍ତାନ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ଏହା ବୀର ଶିକାରଗଡ ଠାରୁ 3 କିଲୋମିଟର ଦୂର ରେ ଅବସ୍ଥିତ । 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; HarFor1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. http://epaper.timesofindia.com/Default/Layout/Includes/TOINEW/ArtWin.asp?
  3. Government of India's Ministery of Environment and Forests clearance, published: 2013