Jump to content

ସରସ୍ୱତୀ ବନ୍ୟଜନ୍ତୁ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
୧୫:୩୪, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Saraswati Wildlife Sanctuary") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସରସ୍ଵତୀ ବନ୍ୟଜନ୍ତୁ ଅଭୟାରଣ୍ୟ (Hindi: सरस्वती वन्य अभ्यारण),ଭାରତୀୟ ରାଜ୍ୟ ହରିୟଣା ରକାଇଥଲ ଜିଲ୍ଲା ରେ 4452.85 ହେକ୍ଟର ଏସଟି5ହାଣ ଉପରେ ଥିବା ଏକ ବନ୍ୟାପ୍ରାଣୀ ଅଭୟାରଣ୍ୟ । ଏହାକୁ ସୋନସର ଜଙ୍ଗଲ ବୋଲି ମଧ୍ୟ କହନ୍ତି । []

ଏହି ବନ୍ୟା ଜନ୍ତୁ ଅଭୟାରଣ୍ୟ କଲେସାର ଜାତୀୟ ପାର୍କ ଓ ମୋରଣୀ ହିଲ ପଛକୁ ହରିୟଣା ର ତୃତୀୟ ବୃହତ୍ତମ ଅରନ୍ୟାଞ୍ଚଳ ।  []

ଅବସ୍ଥିତି 

ଏହା ପେହୋୱା ଠାରୁ 10 କିଲୋମିଟର ଦୂର ରେ ଅବସ୍ଥିତ । ଏହାର ଦୂରତା କୁରୁକ୍ଷେତ୍ର ଠାରୁ 40 କିଲୋମିଟର ଓ କୈଥଲ ଠାରୁ 60 କିଲୋମିଟର ଦୁରବର୍ତୀ । Hisar, 67 km from Karnal, 200 km from Delhi.[]

ପାଟିଆଲା ର ବୀର ଗୁରଡିଆଲପୁରା ବନ୍ୟାପ୍ରାଣୀ ଅଭୟାରଣ୍ୟ  ଏହାର ନିକଟ ରେ ଅବସ୍ଥିତ। 

ଇତିହାସ 

ପୂର୍ବରୁ ସେହି ନାମ ରେ ଏକ  ବୃକ୍ଷୀ ଉଦ୍ୟାନ ଭାବେ ଥିବା ଏହାକୁ ସରସ୍ଵତୀ ବନ୍ୟାପ୍ରାଣୀ ଅଭୟାରଣ୍ୟା ଭାବେ 1988 ମସିହା ରେ ସ୍ବୀକୃତି ଦିଆ ଯାଇ ଥିଲା । []

ପୁରାତତ୍ଵ 

ଟ୍ରିବ୍ୟୂନ ପତ୍ରିକା ର ତଥ୍ୟ ଆଧାର ଅନୁସାରେ କୁରୁକ୍ଷେତ୍ର ଶ୍ରୀକୃଷ୍ଣ ମିଉଜିଆମ ର କୁରେଟର ରାଜେନ୍ଦ୍ର ସିଂହ ରାଣା ସେଠାରେ ଖନନ କାଳ ରେ 15 ଫୁତମତି ତଳୁ ଚତୁଷ୍କୋଣୀୟ ଇଟା ପାଇଥିଲେ , ଯାହା 1500 ବର୍ଷ ପୁରାତନ ବୋଲି ଜଣାଯାଏ । .[]ଏହା ଗୁପ୍ତା ବଂଶ ସମୟ ର ହେଇଥାଇ ପରେ କାରଣ ସେ ସମୟ ରେ ସରସ୍ଵତୀ ନଦୀ ସେଠାରେ ପ୍ରବାହିତ ହାଉଥିଲା । []

ସେଠାରେ 400 ବର୍ଷ ପୁରାତନ ଏକ ମୋଗଲ ସମୟ ର କୂପ0ଥିବାର ଜଣା ଯାଏ । .[]

ପୁନଶ୍ଚ ଦେଖଣା 

ବାହ୍ୟ ସଂଯୋଗ 

ଆଧାର ସମୂହ