କନୱାର ଅଭୟାରଣ୍ୟ
ଦେଖଣା
କନୱାର ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର କୁଲ୍ଲୂ ନିକଟସ୍ଥ ପାର୍ବତୀ ଉପତ୍ୟକା ରେ ଅବସ୍ଥିତ । କୋଶଳ ଅଞ୍ଚଳ ରୁ ଗରାହନ ନଲ୍ଲା କଡା ଦେଇ ପର୍ବତ ଉପରକୁ ପଦ ପଥ ରେ ଦେଓଦାର ଓ ଏଫଆଇଆର ଜଙ୍ଗଲ ଦେଇ ଅରିହାନ ର ଅନୁଭୂତି ଖୁବ ରୋମାଞ୍ଚକର ହେଇଥାଏ । ଏହି ଅରଣ୍ୟ ରେ ବହୁ ସଂଖ୍ୟା ରେ ହିମାଳୟନ ଥାର ଜନ୍ତୁ ରହନ୍ତି । [୧]
ଯାତାୟାତ ଓ ପର୍ଯ୍ୟଟକ ସୂଚନା
- କୁଲ୍ଲୂ ଠାରୁ 10 କିଲୋମିଟର୍ଦୂରବର୍ତି ଭୁନ୍ତର ବିମାନ ଅବତରଣ କେନର ରହିଛି
- କୁଲ୍ଲୂ ଠାରୁ 95 କିଲୋମିଟର ଦୂର ଯୋଗିନଦାରନଗର ଠାରେ ରେଳ ଷ୍ଟେସନ ରହିଛି ।
- ଅଭୟାରଣ୍ୟ କୁ ରାସ୍ତା ର ପର୍ଯ୍ୟାପ୍ତ ସଂଯୋଗ ରହିଛି
- ଦିଲ୍ଲୀ ରୁ ମାଣ୍ଡୀ 530 କିଲୋମିଟର ଦୁରବର୍ତୀ
- ସିମଳା ଠାରୁ ଏହାର ଦୂରତା 240 କିଲୋମିଟର
- ଏହା ବେସରକାରୀ ମାଲିକାନା ରେ ରହିଛି
ଆଧାର
ବାହ୍ୟ ସଂଯୋଗ ସବୁ
This Himachal Pradesh location article is a stub. You can help Wikipedia by expanding it. |