Jump to content

ବଶହର ରାଜ୍ୟ

ଉଇକିପିଡ଼ିଆ‌ରୁ
୦୪:୦୮, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bashahr") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବଶହର , ଯାହାକୁ ବସାହିର ବା ବୁଷାହୀର ମଧ୍ୟ କୁହା ଯାଉଥିଲା , ଏକ ବ୍ରିଟିଶ ଶାସନ ସମୟ ର ରାଜକୀୟ ରାଜ୍ୟ । ଏହା ପଶ୍ଚିମ ହିମାଳୟ ତଥା ପଞ୍ଜାବ ର ଉତ୍ତରାଞ୍ଚଳ ରେ ଥିଲା । 

ସ୍ଵାଧୀନତା ପରେ ଏହି ଅଞ୍ଚଳ ହିମାଚଳ ପ୍ରଦେଶ ର କିନ୍ନୌର ଓ ଶିମଳା ଅଚଳ ସହ ରହିଛି ଓ ସତଲେଜ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ । ଏହାର ଆୟତନ 8,907 ବର୍ଗ କିଲୋମିଟର । 

ଇତିହାସ 

1803 ମସିହା ରୁ 1815 ମସିହା ଯାଏ ବଶହର ରାଜ୍ୟ କେନ୍ଦ୍ର ନେପାଲ ରୁ ଆସିଥିବା ଗୋର୍ଖା ରାଜା ଙ୍କ ଅଧୀନ ରେ ଥିଲା । 1808 ମସିହା ରେ ପଞ୍ଜାବ ର ଶିଖ ରାଜା ସେମାନଙ୍କୁ ସତଲେଜ ନଦୀ ର ପୂର୍ବ ଦିଗ କୁ ତଡି ଦେଇଥିଲେ । ନେପାଲ ଓ ଇଂରେଜ ମାନଙ୍କ ମଧ୍ୟ ରେ ନେପାଲ ସୀମାବର୍ତୀ ରାଜ୍ୟ ଗୁଡିକୁ ଅଧିକାର ନେଇ ବିବାଦ ର ସୂତ୍ରପାତ ହେଇ 1915-16 ମସିହା ର ଆଙ୍ଗ୍ଲୋ -ନେପାଲ ଯୁଦ୍ଧ ବା ଗୋର୍ଖା ଯୁଦ୍ଧ ହେଇଥିଲା ।ଉଭୟ ପକ୍ଷୀ ମଧ୍ୟ ରେ "ସୁଗାଉଳି ଚୁକ୍ତି " ହେଲା ପରେ ଗୁରଖା ମାନେ ବଶହର ରାଜ୍ୟ ର ରାଜଧାନୀ କାମରୁ ରୁ ପ୍ରତ୍ୟାହରୁତ ହେଇଥିଲେ । 

1898 ମସିହା ରେ ବଶହର ରାଜ୍ୟ କୁ ବ୍ରିଟିଶ ମାନେ ନିଜ ଅଧୀନ କୁ ନେଇ ରାଜା ଙ୍କୁ ନାମମାତ୍ର କ୍ଷ୍ୟମତା ଦେଇ ନିଜ ଅଧୀନ ରେ ରଖିଲେ । ସେତେବେଳେ ଏହା ସିମଳା ପାର୍ବତ୍ୟ ରାଜ୍ୟ ସମୂହ ମଧ୍ୟ ରେ ସର୍ବ ବୃହତ ଆୟତନ ର ଥିଲା । 

Tବଶହର ର ଶାସକ ମାନେ ନିଜକୁ " ରାଣା " ବୋଲାଉଥିଲେ , ମାତ୍ର ନେପାଲ ଯୁଦ୍ଧ ପରେ ତାଙ୍କୁ ରାଜା କୁହାଗଲା । []

ପୁନଶ୍ଚ ପଠନ 

ଆଧାର 

ବାହ୍ୟ ସଂଯୋଗ