ଜସ୍ୱାନ ରାଜ୍ୟ
ଜସ୍ଵାନ ରାଜ୍ୟ ଏକ ପ୍ରାଚୀନ ଭାରତୀୟ ରାଜ୍ୟ । ଏହା 1170 ମସିହା ରୁ ବର୍ତମାନ ର ହିମାଚଳ ପ୍ରଦେଶ ରେ ଥିଲା । ରାଜା ପୂର୍ବ ଚାନ୍ଦ ଏହାର ପ୍ରତିଷ୍ଠାତା ଓ ସେ କାଙ୍ଗରା ରାଜକୀୟ ପରିବାରରୁ ଆସିଥିଲେ । [୧]
ଇତିହାସ
ପ୍ରାରମ୍ଭିକ ଇତିହାସ
ଲୋକ ବାଦ ଅନୁସାରେ ରାଜା ପୂର୍ବ ଚାନ୍ଦ ଏହାର ପ୍ରତିଷ୍ଠାତା ଓ ସେ କାଙ୍ଗରା ରାଜକୀୟ ପରିବାର ର ବଂଶଜ ଥିଲେ [୨]
ବ୍ରିଟିଶ ରାଜ ସମୟ ରେ
1815 ମସିହା ରେ ଶିଖ ମହାରାଜା ରଣଜୀତ ସିଂହ ତାଙ୍କର ସମସ୍ତ ସୈନ୍ୟ ବଳ ସହ ନିକଟସ୍ଥ ସମସ୍ତ ଅଧୀନ ରାଜ୍ୟ ର ରାଜା ମାନଙ୍କୁ ତାଙ୍କର ସେନା କୁ ସିଆଲକୋଟ ରେ ପହଞ୍ଚିବାକୁ ଆଦେଶ ଦେଲେ । ଜସ୍ଵାନ ର ରାଜା ସେହି ଆଦେସ୍ୱ୍ହ ପାଳନ କରି ପାରିଲେ ନାହିଁ । ଫଳସ୍ଵରୂପ ତାଙ୍କୁ ରାଜ୍ୟ ହରେଇବାକୁ ହେଲା । ଶିଖ ସମ୍ରାଟ ତାଙ୍କୁ 21 ଟି ଗ୍ରାମ ର ଜାଗିର ଓ 12,00[୧]0 ଟଙ୍କା ବର୍ଷକ ଦେଇ ଥଇଥାନ କରିଥିଲେ । ସେ 1848 ମସିହା ରେ ଶିଖ ମାନଙ୍କ ସହ ମିଶି ବ୍ରିଟିଶ ମାନଙ୍କ ବିରୁଦ୍ଧ ରେ ବିଦ୍ରୋହ କରିଥିଲେ , କିନ୍ତୁ ତାହା ଶାସଫଳ ରହିଲା । ତାଙ୍କର ମହଲ କୁ ବ୍ରିଟିଶ ମାନେ ଧ୍ଵଂଶ କରିବା ସହ ତାଙ୍କର ଜାଗିର କୁ ଅଧିକାର କାଲେ । ତାଙ୍କୁ ଅଲମୋରା ନାମକ ସ୍ଥାନ କୁ ସ୍ଥାନାନ୍ତର କରାଗଲା । ସେ ସେଠାରେ ପ୍ରାଣତ୍ୟାଗ କାଲେ ।[୧][୩]0 1877 ମସିହା ରେ ଜସ୍ଵାନ ଜାଗିର ସହରାଜପୁରା ଓ ଆମ୍ବ ଅଚଳ ର କିଛି ଗ୍ରାମ ମିଶେଇ ଉମମେଦ ସିଂହ ଙ୍କ ପୌତ୍ର ରାନ ସିଂହ ଙ୍କୁ ବ୍ରିଟିଶ ମାନେ ପ୍ରଦାନ କଲେ । ସେ ମହାରାଜା ଗୁଲବ ସିଂହ ଙ୍କ ପୌତ୍ରୀ ଙ୍କୁ ବିବାହ କରି ଜମ୍ମୁ ଠାରେ ଥିବା ରାମକୋଟ ରାଜ୍ୟ ମଧ୍ୟ ପାଇଲେ । [୧]
ଶାସକ ଗଣ
ଜସ୍ଵାନ ରାଜ୍ୟ ର ଶାସକ ମାନଙ୍କୁ " ରାଜା" କୁହାଯାଉଥିଲା [୪]