ବିଶ୍ୱର ବ୍ୟସ୍ତତମ ବନ୍ଦର
ବିଶ୍ଵ ର ବ୍ୟସ୍ତତମ ବନ୍ଦର ସମୂହ କୁ କାର୍ଗୋ ଟନେଜ ଓ କଣ୍ଟେନର ପରିବହନ ର ପରିମାଣ କୁ ହିସାବ କୁ ନେଇ ସୂଚକାଙ୍କ ତାଲିକା ପ୍ରସ୍ତୁତ କରାଯାଇଥାଏ । 2000 ମସିହା ଠାରୁ ଏହି ତାଲିକା ଅନୁସାରେ ଚୀନ ର ସାଙ୍ଘାଇ ବନ୍ଦର ସିଙ୍ଗାପୁର ବନ୍ଦର କୁ ଅତିକ୍ରମ କରିଯାଇଛି ଓ ବର୍ତମାନ ହଙ୍ଗ କଙ୍ଗ ବନ୍ଦର ଉଭୟ ହିସାବ ରେ ବିଶ୍ଵ ର ବ୍ୟସ୍ତତମ ବନ୍ଦର ର ମାନ୍ୟତା ହାସଲ କରିଛି । .[୧][୨][୩]
ବ୍ୟସ୍ତତମ କାର୍ଗୋ ବନ୍ଦର
- ସାଙ୍ଘାଇ ବନ୍ଦର , ଚୀନ
- ସିଙ୍ଗାପୁର ବନ୍ଦର , ସିଙ୍ଗାପୁର
- World's busiest transshipment port[୫]
କାର୍ଗୋ ଟନେଜ ହିସାବ ରେ ନିଙ୍ଗ୍ବୋ ଝୌଶନ ବନ୍ଦର ସାଙ୍ଘାଇ କୁ ଥରେ ଟପି ଯାଇଥିବାର ହିସାବ ଝିନ୍ସେଙ୍ଗ ଆଞ୍ଚଳିକ ପରିବହନ କାର୍ତୁପକ୍ଷ୍ୟ ହିସାବ ଦେଇଥିଲେ । .[୬]ମାତ୍ର 2012 ମସିହା ରେ ପୁନର୍ବାର ସାଙ୍ଘାଇ କାର୍ଗୋ ଟନେଜ ରେ ବିଶ୍ଵ ର ବ୍ୟସ୍ତତମ ବନ୍ଦର ର ମାନ୍ୟତା ପାଇଥିଲା । .[୭]
ବ୍ୟସ୍ତତମ ଯାତ୍ରୀ ବନ୍ଦର
- ମିଆମୀ ବନ୍ଦର , ଆମେରିକା
- ବିଶ୍ଵ ର ବ୍ୟସ୍ତତମ ବନ୍ଦର .[୮]
- ପିରେଉସ ବନ୍ଦର , ଗ୍ରୀସ
- ବିଶ୍ଵ ର ବ୍ୟସ୍ତତମ ଯାତ୍ରୀ ବନ୍ଦର .[୯]
ବୈଜ୍ଞାନିକ ପଦ୍ଧତି ରେ ବିଶ୍ଳେଷଣ
ଓଳଡେନବର୍ଗ ବିଶ୍ୱବିଦ୍ୟାଳୟ ର ବର୍ଣାର୍ଡ ବ୍ଳାସିଅସ ତାଙ୍କ ଦଳ ସହ କରିଥିବା ବିଶ୍ଳେଷଣ କାର୍ଯ୍ୟକ୍ରମ ରେ ସେ 2009 ରେ ଚଳାଚଳ କରିଥିବା 16,693 ଟି କାର୍ଗୋ ଜାହାଜ ର ଉପରେ ତର୍ଜମା କରିଥିଲେ । ସେମାନେ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ ଯନ୍ତ୍ରପାଟି ର ସହାୟତା ନେଇ ଏହି ଅନୁସନ୍ଧାନ କରିଥିଲେ ।
ଏହି ଆକଳନ ଅନୁସାରେ ପାନାମା କେନାଲ 2009 ମସିହା ରେ ବ୍ୟସ୍ତତମ କେନାଲ ରହିଥିଲା । ତାହା ପଛକୁ ସୁଏଜ କେନାଲ ଓ ସାଙ୍ଘାଇ କେନାଲ ରହିଥିଲା । .[୧୦]
References
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ ୩.୦ ୩.୧ "Shanghai Surpasses Singapore as World's Busiest Port as Trade Volumes Jump". Bloomberg. January 7, 2011. Retrieved September 11, 2014.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ http://aapa.files.cms-plus.com/Statistics/WORLD%20PORT%20RANKINGS%202012.pdf
- ↑
{{cite web}}
: Empty citation (help) - ↑ https://panethos.wordpress.com/2013/12/18/europes-busiest-passenger-seaports/
- ↑ Tia Ghose (2010-01-25). "A Year of Global Shipping Routes Mapped by GPS | Wired Science". Wired.com. Retrieved 2010-07-10.
{{cite news}}
: More than one of|accessdate=
and|access-date=
specified (help)