ଦାନ୍ତା ରାଜ୍ୟ
ଦେଖଣା
ଦାନ୍ତା ରାଜ୍ୟ[୧] ଏକ ରାଜକୀୟ ରାଜ୍ୟ ଯାହା ବ୍ରିଟିଶ ଶାସନକାଳ ରେ ମାହି କାନ୍ଥ ଏଜେନ୍ସି ଅଧୀନ ରେ ରହିଥିଲା । ବର୍ତମାନ ଗୁଜରାତ ରାଜ୍ୟ ର ବନାଶକନ୍ଥା ଜିଲ୍ଲା ରେ ଥିବା ଦାନ୍ତା ସହର ଏହି ରାଜ୍ୟ ର ରାଜଧାନୀ ଥିଲା ।
ଇତିହାସ
ଦାନ୍ତା ରାଜ୍ୟ 1068 ମସିହା ରେ ସ୍ଥାପିତ ହେଇଥିଲା । ଏହି ରାଜ୍ୟ ହିନ୍ଦୁ ବରଦ ( ପରମାର ) ବଂଶ ଦ୍ଵାରା ଶାସିତ ହଉଥିଲା । ଦାନ୍ତା ପରିବାର ର ମୁଖ୍ୟ ଶାସକ ସେହି ସମୟ ରେ ସମସ୍ତ ପାରମାର ସଂପ୍ରଦାଯ ର ରାଜପୁତ ମାନଙ୍କ ମୁଖ୍ୟ ହିସାବ ରେ ରହୁଥିଲେ ।
1200 ମସିହା ରେ ଆରବ ମାନଙ୍କ ଆକ୍ରମଣ ପରେ ପରମାର ମାନେ ଚନ୍ଦ୍ରାବତୀ ସହର କୁ ସେମାନଙ୍କ ରାଜଧାନୀ କରିଥିଲେ । ଆଲ୍ଲାଉଦିନ ଖିଲିଜ ଙ୍କ ସହ ଯୁଦ୍ଧ ପରେ ସେମାନେ ତରସଙ୍ଗ ଅଞ୍ଚଳ କୁ ପଳାୟନ କରିଥିଲେ ।ଏଠାରୁ ସେମାନେ ଦାନ୍ତା କୁ 380 ବର୍ଷ ପୂର୍ବରୁ ଆସି ବସବାସ କଲେ । 1948 ମସିହା ନଭେମ୍ବର 6 ତାରିଖ ରେ ଦାନ୍ତା ର ଶେଷ ଶାସକ ରାଜ୍ୟ କୁ ଭାରତୀୟ ରାଜ୍ୟ ସଂଘ କୁ ପ୍ରଦାନ କରିଥିଲେ । .[୨]
Maharanas
- 1687 - 1743 Prithvisimhji Gajsinhji
- 1743 Vikramdeoji
- 1743 - 17.. Karansinhji
- 17.. - 17.. Ratansinhji Karansinhji
- 17.. - 1795 Abhaisinhji
- 1795 - 1800 Mansinhji II Abhaisinhji
- 1800 - 1823 Jagatsinhji Abhaisinhji
- 1823 - 1847 Narsinhji Abhaisinhji
- 1847 - 1859 Jhalamsinhji Narsinhji
- 1859 - 1860 Sardarsinhji Jhalamsinhji
- 1860 - 1876 Harisinhji Narsinhji (b. 1817 - d. 1876)
- 1 Dec 1876 - 1908 Jashwantsinhji Harisinhji (b. 1850 - d. 1908)
- 16 Jun 1908 - 1925 Hamirsinhji Jashwantsinhji (b. 1869 - d. 1925)
- 20 Nov 1925 - 15 Aug 1947 Bhavanisinhji Hamirsinhji (from 2 Jan 1939, Sir Bhavanisinhji Hamirsinhji) (b. 1899 - d. 1961)
ପୁନଶ୍ଚ ଦେଖଣା
- List of Rajput dynasties and states
ଆଧାର ସମୂହ
This Indian location article is a stub. You can help Wikipedia by expanding it. |