ଛୋଟ ଉଦୟପୁର ରାଜ୍ୟ
ଦେଖଣା
ଛୋଟ ଉଦୟପୁର ରାଜ୍ୟ (ଗୁଜରାଟୀ: છોટાઉદેપુર; ହିନ୍ଦୀ : छोटा उदैपुर)[୧] ଏକ ବ୍ରିଟିଶ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଛୋଟ ଉଦୟପୁର ସହର ରେ ରହିଥିଲା । 1948 ମସିହା ରେ ଏହି ରାଜ୍ୟ ଭାରତ ରାଜ୍ୟ ସଂଘ ସହ ସମ୍ମିଳିତ ହେଲା ପରେ ପୂର୍ବ ଗୁଜରାଟ ଅଞ୍ଚଳ ସହ ରହିଛି । [୨]
ଇତିହାସ
ଏହି ରାଜ୍ୟ 1743 ମସିହା ରେ ରାୱାଲ ଉଦୟସିଂହଜୀ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ସେ ଚମ୍ପନର ରାଜ୍ୟ ର ପଟାଇ ରୱାଲ ଙ୍କ ବଂଶଜ ଥିଲେ ।ଏହି ରାଜ୍ୟ ର ଶାସକ ମାନେ ଚୌହାନ ବଂଶ ର ରାଜପୁତ ଥିଲେ । ଏହି ରାଜ୍ୟ ବ୍ରିଟିଶ ମାନଙ୍କ ଅଧୀନ ରେ 9-ତୋପ ସାଲୁଟ ସମ୍ମାନ ସହ ଥିଲା । [୩]
ଶାସକ ଗଣ ( ମହାରାୱାଲ ଉପାଧି ସହ )
- 1762 – 1771 Arsisinhji
- 1771 – 1777 Hamirsinhji II
- 1777 – 1822 Bhimsinhji
- 1822 – 1851 Gumansinhji
- 1851 – 1881 Jitsinhji
- 1881 – 1895 Motisinhji
- 1895 – 29 Aug 1923 Fatehsinhji (b. 1884 – d. 1923)
- 29 Aug 1923 – 15 Oct 1946 Natwarsinhji Fatehsinhji (b. 1906 – d. 1946)
- 15 Oct 1946 – 15 Aug 1947 Virendrasinhji (b. 1907-d. 25th June 2005)
- Maharaja Jaipratap SinhJi Saheb(30 November 1973)Present Maharawal
- Yuvraj Sumer Sinhji Saheb(22 February 1996)
ପୁନଶ୍ଚ ଦେଖଣା
- Rewa Kantha Agency
ଆଧାର ସମୂହ
ବାହ୍ୟ ସଂଯୋଗ ସମୂହ
- Media related to Chhota Udaipur State at Wikimedia Commons
- Chhota Udaipur History