Jump to content

ପିପ୍ଲୋଡା ରାଜ୍ୟ

ଉଇକିପିଡ଼ିଆ‌ରୁ
୧୭:୧୬, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Piploda State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
1888 ରୁ 1919 ପର୍ଯ୍ୟନ୍ତ ଶାସନ କରିଥିବା ପିପ୍ଲୋଡା ର ରାଜା କେଶରୀ ସିଂହ 

ପିପ୍ଲୋଡା ରାଜ୍ୟ ,  ବ୍ରିଟିଶ ଶାସିତ ଭାରତ ର ଏକ ରାଜକୀୟ ରାଜ୍ୟ ଥିଲା । ଏହି ରାଜ୍ୟ ର ଆୟତନ 155 ବର୍ଗକିଲୋମିଟର ଓ ତାହା ତତ୍ କାଳୀନ ମଳବା ଏଜେନ୍ସି ଅଧୀନ ରେ ଥିଲା ।

ଇତିହାସ 

ପିପ୍ଲୋଡା ରାଜ୍ୟ 1547 ମସିହା ରେ ଯାଓରା ରାଜ୍ୟ ର ମାନ୍ଦାବଳ ର ରାୱାତ ଙ୍କ ପୁତ୍ର ଥିଲେ । 1924 ରେ ପିପ୍ଲୋଡା ଏକ ସ୍ଵତନ୍ତ୍ର ରାଜ୍ୟ ହେଲା । ଏହା ସ୍ଵାଧୀନ ଭାରତ ରାଜ୍ୟ ସଂଘ ସହ 1947 ରେ ସମ୍ମିଶ୍ରିତ ହେଲା । ବର୍ତମାନ ତାହା ମଧ୍ୟ ପ୍ରଦେଶ ର ରତଲାମ ଜିଲ୍ଲା ରେ ରହିଛି . []

Rulers

ପିପ୍ଲୋଡା ର ଶାସକ ମାନେ ଦୋଡିଆ ରାଜପୁତ ବଂଶ ର ଥିଲେ ।  []

ଠାକୁର 

  • .... - .... ସଦାଳ ସିଂହ 
  • 1820 - 18..ପୃଥ୍ଭି ସିଂହ 
  • 18.. - 18..ଉମେଦ ସିଂହ 
  • 18.. - 12 Nov 1863 ଓଁକାର ସିଂହ 

ମହାରାଵତ

  • 30 Nov 1863 - 26 Oct 1888 ଦୁଲାଇ  ସିଂହ 

ରାଓ 

  • 8 Nov 1888 - 4 Nov 1919 କେଶରୀ ସିଂହ 
  • 5 Nov 1919 - 1936 ମଙ୍ଗଳ ସିଂହ 
  • 1936 - 15 Jun 1948 ରଘୁରାଜ ସିଂହ 

ପୁନଶ୍ଚ ପଠନ 

  • List of Rajput dynasties and states
  • Malwa Agency

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ