ଚରଖାରି ରାଜ୍ୟ
ଦେଖଣା
ଚରଖାରି ଇଷ୍ଟଟ, ବ୍ରିଟିଶ ଶାସନ ସମୟ[୧] ରେ ଏକ ଗଡଜାତ ରାଜ୍ୟ ଥିଲା । ସ୍ଵାଧୀନତା ପରେ ଏହା ଭାରତୀୟ ରାଜ୍ୟ ସମୂହ ରେ ସାମାର୍ଜିତ ହେଇ ବର୍ତମାନ ଉତ୍ତରପ୍ରଦେଶ ର ଚରକାୟ ସହର ହିସାବ ରେ ରହିଛି ।
ଇତିହାସ
1765 ମସିହା ରେ ସୌରଭ ସିଂହ ବୁନ୍ଦେଲା ନାମକ ବୁନ୍ଦେଲା ରାଜପୁତ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ସେ ପାନ୍ନା ରାଜବଂଶ ଜଣେ ବଂଶଜ ଥିଲେ । ଚରଖାଇ ର ଶେଷ ରାଜା ଜାନୁଆରୀ 1, 1950 ରେ ରାଜ୍ୟ କୁ ଭାରତୀୟ ରାଜ୍ୟ ସମୂହ ରେ ସମ୍ମିଳିତ କରିଥିଲେ । [୨]
ଶାସକ ସମୂହ
ରାଜା ବିକ୍ରମ ସିଂହ ଙ୍କ ଅଧୀନ ରେ ଥିବା ସମୟ ରେ ଏହା ବ୍ରିଟିଶ ମାନଙ୍କ କରଡା ରାଜ୍ୟ ରୂପେ ରହିଥିଲା । [୩]
ରାଜା ସମୂହ
- 1765 - 1782 ଖୁମାନ ସିଂହ
- 1782 - Nov 1829 ବିକ୍ରମଜିତ ସିଂହ
- 1829 - 1860 ରତନ ସିଂହ
- 1860 - 1880 ଯାଇ ସିଂହ ଦେଓ
ମହାରାଜା ସମୂହ
- 1880 - 6 Jul 1908 ମାଲଖାନ ସିଂହ
- 6 Jul 1908 - 1914 ଜୁଇହାର ସିଂହ
- 1914 - 5 Oct 1920 ଗଙ୍ଗା ସିଂହ
- 1920 - 8 Nov 1941 ଅରିମାନ ସିଂହ
- 8 Nov 1941 - 15 Aug 1947 ଯାଏନ୍ଦ୍ର ସିଂହ
ପୁନଶ୍ଚ ପଠନ
- Bundelkhand Agency
- Political integration of India
ଆଧାର ସମୂହ
ବାହ୍ୟ ସଂଯୋଗ
This Indian history-related article is a stub. You can help Wikipedia by expanding it. |