ବିଜାୱାର ରାଜ୍ୟ
ବିଜାୱାର ରାଜ୍ୟ ବ୍ରିଟିଶ ସମୟ ରେ ଏକ ଅଧିନସ୍ଥ ରାଜକୀୟ ରାଜ୍ୟ ଥିବା ବିଜାୱାର ସ୍ଵାଧୀନତା ପରେ ବର୍ତମାନ ଆଧୁନିକ ମଧ୍ୟପ୍ରଦେଶ ର ଛିନ୍ଦୱାରା ଜିଲ୍ଲା ର ଏକ ଜିଲ୍ଲା । .[୧]
ଭୌଗୋଳିକ ସ୍ଥିତି
ବିଜାୱାର ରାଜ୍ୟ ର ଆୟତନ 2520 ବର୍ଗ କିଲୋମିଟର ଥିଲା ଓ ଏହା ବୁନ୍ଦେଳଖଣ୍ଡ ଏଜେନ୍ସି ଅଧୀନ ରେ ଥିଲା । ଏହି ରାଜ୍ୟ ର ଅର୍ଦ୍ଧାଧିକ ଅଞ୍ଚଳ ଘନ ଅରଣ୍ୟ ରେ ପୂର୍ଣ ଥିଲା ।ଏହି ଅରଣ୍ୟଞ୍ଚଳ ରେ ବହୁ ଖଣିଜ ପଦାର୍ଥ ରହିଥିଲେ ମଧ୍ୟ ଗମନାଗମନ ସୁବିଧା ଅଭାବ ରୁ ତାହାର ସଦୁପୋଯୋଗ ହେଇ ପାରି ନଥିଲା ।
ଇତିହାସ
ଗଣ୍ଡ ଜନଜାତି ମୁଖ୍ୟ ବିଜାଇ ସିଂହ ବିଜାୱାର ସହର 17 ଶ ଶତାବ୍ଦୀ ରେ ସ୍ଥାପନ କରିଥିଲେ । 1765 ମସିହା ରେ ବିଜାୱାର ରାଜ୍ୟ ଗଠିତ ହେଇ ବୀର ସିଂହ ଦେଓ ଏହାର ପ୍ରଥମ ଶାସକ ହେଇଥିଲେ । ସେ ଜେନ ବୁନ୍ଦେଲା ରାଜପୁତ ଥିଲେ । ଏହି ରାଜ୍ୟ କୁ 18 ଶ ଶତାବ୍ଦୀ ରେ ଚତ୍ରସାଲ ଆକ୍ରମଣ କରି ଅଧିକାର କରିନେଇଥିଲେ ଓ ତାଙ୍କର ବଂଶଜ ମାନଙ୍କୁ ପ୍ରଦାନ କରିଥିଲେ । .[୨]
1811 ମସିହା ରେ ବିଜାୱାର ବ୍ରିଟିଶ ମାନଙ୍କ କରଡା ରାଜ୍ୟ ହେଲା ଓ ରତନ ସିଂହ ଙ୍କୁ ତାହାର ପ୍ରଦାନ କରାଯାଇଥିଲା । 1857 ମସିହା ରେ ସିପାହୀ ବିଦ୍ରୋହ ରେ ସହାୟତା ପ୍ରଦାନ କରିଥିବାରୁ ଭାନ ପ୍ରତାପ ସିଂହ ଙ୍କୁ ସ୍ଵତନ୍ତ୍ର ମର୍ଯ୍ୟାଦା ସହ ରାଜପଦ ଦିଅ ଯାଇଥିଲା । 1866 ମସିହା ରେ ଆଙ୍କୁ ମହାରାଜା ଉପାଧି ଦିଆଗଲା ।1877 ରେ ତାଙ୍କୁ ସୱାଇ ଉପାଧି ମଧ୍ୟ ପ୍ରଦାନ କରାଗଲା । 1899 ମସିହା ରେ ତାଙ୍କର ପୌଷ୍ୟ ପୁତ୍ର ତାହା ଅର୍ଚା ରାଜ୍ୟ ର ମହାରାଜା ଙ୍କ ପୁତ୍ର ଶାନବନ୍ତ ସିଂହ ଗାଦୀ ଆରୋହଣ କରିଥିଲେ । [୩][୪]
ରାଜ୍ୟ ଟି 1950 ରେ ଭାରତୀୟ ରାଜ୍ୟ ସମୂହ ରେ ମିଶ୍ରଣ ଘଟି ପ୍ରଥମେ ବିନ୍ଧ୍ୟପ୍ରଦେଶ ଓ ପରେ ମଧ୍ୟ ପ୍ରଦେଶ ରେ ଜିଲ୍ଲା ଆକାର ରେ ରହିଲା ।
Rulers
ସମସ୍ତ ରାଜା ବୁନ୍ଦେଲା ରାଜପୁତ ବଂଶ ର ଥିଲେ ।
ରାଜା
- 1769 – 1793 Bir Singh Deo (b. ... – d. 1793)
- 1793 – 1802 Himmat Bahadur
- 1802 – Dec 1810 Keshri Singh (b. ... – d. 1810)
- 1811 – 1833 Ratan Singh
- 1833 – 1847 Lakshman Singh
- 23 Nov 1847 – 1866 Bham Pratap Singh
ମହାରାଜା
- 1866 – 15 Sep 1899 Bham Pratap Singh
- Jun 1900 – 30 Oct 1940 Savant Singh (b. 1877 – d. 1940)
- 30 Oct 1940 – 15 Aug 1947 Govind Singh (b. 1934 – d. 1983)
ପୁନଶ୍ଚ ଦେଖନ୍ତୁ
- Panna State
- Political integration of India
- Bijawar-Panna Plateau
ଆଧାର ସମୂହ
- ↑ David P. Henige (2004). Princely states of India: a guide to chronology and rulers. Orchid Press. p. 22. ISBN 978-974-524-049-0.
- ↑ Rajput Provinces of India - Bijawar Princely State
- ↑ One or more of the preceding sentences incorporates text from a publication now in the public domain: Chisholm, Hugh, ed. (1911). "Bijawar". Encyclopædia Britannica Eleventh Edition. Vol. 3 (11th ed.). Cambridge University Press. p. 928.
{{cite encyclopedia}}
: Invalid|ref=harv
(help)public domain: Chisholm, Hugh, ed. (1911). - ↑ Princely state - Bijawar