Jump to content

ୱିକିଆର୍ଟ

ଉଇକିପିଡ଼ିଆ‌ରୁ
୨୨:୫୫, ୧୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "WikiArt") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ୱିକି ଆର୍ଟ [][] (ପୂର୍ବତନ ୱିକି ପେନ୍ଟିଂ ) ଏକ ଅନ ଲାଇନ ବ୍ୟବାହାରକାରୀଙ୍କ ଦ୍ଵାରା ସମ୍ପାଦିତ ହେଇପାରୁଥିବା ଦ୍ରଷ୍ଟବ୍ୟ ଆର୍ଟ ଜ୍ଞାନକୋଷ । ଏହାର 2013 ମସିହା ର ବିତ୍ତୀୟ ରିପୋର୍ଟ []ଅନୁସାରେ ଏହି ସାଇଟ 2013 ରୁ[] ଅନ ଲାଇନ ରହିଛି । ସେଥିରେ ଜୁନ 2012 ସୁଦ୍ଧା[] 75,000 ପେଣ୍ଟିଂ ରହିଥିବାର ପ୍ରକାଶ । 2013 ଫେବ୍ରୁୟାରୀ ସୁଦ୍ଧା ଏହି ସାଇଟ ର କାର୍ଯ୍ୟକାରିତା ଆହୁରି ଗଠନମୂଳକ[] ସ୍ତର ରେ ଥିଲା ।   ଏହି ସାଇଟ ର ଉନ୍ନୟନକାରୀ ମାନେ ଉକ୍ରେନ ରେ ଅବସ୍ଥିତ । .[]

ଆଧାର ସମୂହ 

  1. WikiPaintings: A Fantastic New Artist Resource
  2. At Last: The World's Best Paintings, On Your Computer Screen (Oprah Winfrey Life Lift)
  3. http://blog.wikipaintings.org/2014/01/financial-report-2013.html
  4. http://blog.wikipaintings.org/2014/01/financial-report-2013.html
  5. WikiPaintings blog entry: We've reached the point of 75000 paintings
  6. {{cite web}}: Empty citation (help)
  7. WikiPaintings blog: Financial Report 2012 Q1 ("...our country (Ukraine) doesn’t support.

ବାହ୍ୟ ସଂଯୋଗ