Jump to content

ଆଧାରଶିଳା

ଉଇକିପିଡ଼ିଆ‌ରୁ
୨୧:୦୬, ୧୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Aadharshila") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଆଧାରଶିଲା(English: The Foundation Stone) ଏକ 1982 ରେ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅଶୋକ ଆହୁଯା ଙ୍କ ଦ୍ଵାରା ଲିଖିତ , ନିର୍ଦେଶିତ ଓ ନିର୍ମିତ ହେଇଥିଲା । ଏହି ଫିଲ୍ମ ରେ ନାସିରୁଦ୍ଦିନ ଶାହ  ଓ ଅନିତା କନୱର ଅଭିନୟ କରିଥିଲେ । 

ଫିଲ୍ମ ଟି ଫିଲ୍ମଫେୟାର ଦ୍ଵାରା ଶ୍ରେଷ୍ଠ ଫିଲ୍ମ ହିସାବ ରେ ସମାଲୋଚକ ପୁରସ୍କାର ଲାଭ କରିଥିଲା । ଏହା ନିର୍ଦେଶକଙ୍କ ପ୍ରଥମ ଫିଲ୍ମ ହିସାବ ରେ ଶ୍ରେଷ୍ଠ ଫିଲ୍ମ ପାଇଁ ଥିବା ଇନ୍ଦିରା ଗାନ୍ଧୀ  ପୁରସ୍କାର ମଧ୍ୟ ପ୍ରାପ୍ତ ହେଇଥିଲା ।[]

ସାରମର୍ମ 

ଫିଲ୍ମ ର ମୁଖ୍ୟ ପାତ୍ର ଅଜୟ ( ନାସିରୁଦ୍ଦିନ ଶାହ ) ଜେନ ଯୁବ ଫିଲ୍ମ ନିର୍ମାତା । ସେ ତାଙ୍କର ପ୍ରଥମ ଫିଲ୍ମ ରେ ନିର୍ଦେଶନା ଦେବା ପାଇଁ ଆଶା ରଖିଥାନ୍ତି । ସେ ବିବାହ ବନ୍ଦନ ରେ ଅବଦ୍ଧହ ହେଇ ତାଙ୍କ ପତ୍ନୀ ଆଶା ( ଅନିତା କନବର ) ଙ୍କ ସହ ତାଙ୍କର ଆଶା ବଣ୍ଟନ କରନ୍ତି । ଆଶା ପରିବାର ପୋଷଣ ପାଇଁ  ସ୍କୁଲ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ।ତେବେ ସର୍ବଦା ଆଶା ରଖିଥାନ୍ତି ଯେ ତାଙ୍କ ସ୍ଵାମୀ ଫିଲ୍ମ ନିର୍ମାଣ କରିପାରିବେ । ସେମାନଙ୍କର ଏହି ଭାବନା ଓ ଅଭିଳାଷ କୁ ନେଇ ଅହରହ ସଂଗ୍ରାମ କୁ ବିଷୟବସ୍ତୁ କରି ଆଧାରଶିଲା ଫିଲ୍ମ ନିର୍ମିତ । ଫିଲ୍ମ ଶିଲ୍ପା ରେ ଅନେକ ଉଚ୍ଛଭିଳାଷୀ ଯୁବକ ଯୁବତୀ , ବିଶେଷ କରି ଯେଉଁମାନେ ଫିଲ୍ମ ପ୍ରତିଷ୍ଠାନ ରୁ ଉତ୍ତିରଣା ହେଇଥାନ୍ତି , ସେହିପରି ଫିଲ୍ମ ଜଗତ ରେ ପାଦପତନ ପାଇଁ ଏହିପରି ସଂଗ୍ରାମ କରିଥାନ୍ତି । ଫିଲ୍ମ ଟି ଅଜୟ ଫିଲ୍ମ ନିର୍ମାଣ କରିବାରେ ସଫଳ ହେବା  ପରେ ସମାପ୍ତ ହୁଏ ।  

ଗୀତ ସବୁ 

  1. "Mehka Hua Gulab Ho Tum" - Dilraj Kaur, Suresh Wadkar
  2. "Sapnon Ka Sheher Hai Ye" -Bhupinder Singh
  3. "Sabse Bada Hai Kyo" - Aziz Nazan, Mahendra Kapoor
  4. "Yeh Jag Jhootha" - Anuradha Paudwal
  5. "Sarka Le Khatiya Naa Baba" - Krishna Kalle, Bhushan Mehta

ଅଭିନୟ ଚରିତ୍ର ସବୁ 

ଏହି ଫିଲ୍ମ ରେ ନାସିରୁଦ୍ଦିନ ଶାହ ଙ୍କ ବ୍ଯତୀତ ଅନ୍ୟ ପ୍ରାୟ ସମସ୍ତ କଳାକାର ନବାଗତ । ଏଥିରେ ନାସିରୁଦ୍ଦିନ ଶାହ , ଅନିତା କନବର , ଦେବକୀ ନନ୍ଦନ ପାଣ୍ଡେ, ନିନା ଗୁପ୍ତା , ପଙ୍କଜ କପୁର , ରଘୁବୀର ଯାଦବ , ଅନୁ କପୁର ଆଦି ଅଭିନୟ କରିଥିଲେ । 

ପୁରସ୍କାର ସବୁ 

  • ଫିଲ୍ମଫେୟାର ସମାଲୋଚକ ପୁରସ୍କାର ଶ୍ରେଷ୍ଠ ଫିଲ୍ମ ପାଇଁ 
  • ଇନ୍ଦିରା ଗାନ୍ଧୀ ପୁରସ୍କାର ଶ୍ରେଷ୍ଠ ପ୍ରଥମ ଫିଲ୍ମ ନିର୍ଦେଶକ ଭାବେ 
  • Film Ducat, International Filmfestival Mannheim-Heidelberg []

ଫିଲ୍ମ ମହୋତଶବ ରେ ଅଂଶ ଗ୍ରହଣ 

  • International Film Festival of India, CALCUTTA 1982
  • National Film Festival, NEW DELHI, 1982
  • TASHKENT International Film Festival, 1982
  • MANNHEIM International Filmwoche, 1982
  • HONGKONG International Film Festival, 1983
  • MOSCOW International Film Festival, 1983
  • PIA Film Festival, TOKYO, 1983

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ