Jump to content

ୱୋରଲି ଦୁର୍ଗ

ଉଇକିପିଡ଼ିଆ‌ରୁ
୨୦:୩୪, ୧୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Worli Fort") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ୱୋରଲି ଦୁର୍ଗ ର ପ୍ରାଚୀନ ଚିତ୍ର 

ୱୋରଲି ଦୁର୍ଗ ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ରାଜଧାନୀ ମୁମ୍ବାଇ ସହର ଉପକଣ୍ଠ ରେ ଥିବା ୱୋରଲି ଠାରେ ଥିବା ଏକ ପ୍ରାଚୀନ ଦୁର୍ଗ ।  [] ଏହି ଦୁର୍ଗ କୁ ପଟୁଗୀଜ ମାନେ ନିର୍ମାଣ କରିଥିଲେ ବୋଲି ଭୁଲ ଧାରଣା ଏକ ସମୟ ରେ ଥିଲା । କିନ୍ତୁ ଏହାକୁ ବ୍ରିଟିଶ ମାନେ 1675 ମସିହା ରେ ନିର୍ମାଣ କରିଥିଲେ । ୱୋରଲି ଠାରେ ଥିବା ପାହାଡ ଉପରେ ଏହି ଦୁର୍ଗ କୁ ଶତ୍ରୁ ମାନଙ୍କ ଜଳଜହାଜ ଓ ଜଳ ଦସ୍ୟୁ ଙ୍କ ଉପରେ ନଜର ରଖିବାକୁ ନିର୍ମିତ ହେଇଥିଲା । 

ପୁନଶ୍ଚ ଦେଖଣା 

ଆଧାର 

  1. Murray, John (1859). A handbook for India. Part ii. Bombay. Original from Oxford University. p. 272.{{cite book}}: CS1 maint: location missing publisher (link)

ବାହ୍ୟ ସଂଯୋଗ