Jump to content

ଏରୋସ ସିନେମା , ମୁମ୍ବାଇ

ଉଇକିପିଡ଼ିଆ‌ରୁ
୧୬:୩୯, ୧୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Eros Cinema") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଏରୋସ ସିନେମା 

ଏରୋସ ସିନେମା , ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ମୁମ୍ବାଇ ସହର ରେ ଏକ ପ୍ରାଚୀନ ସିନେମା ଘର । ଏହାର ସ୍ଵତତ୍ର ଶୈଳୀ ର ନିର୍ମାଣ ଯୋଗୁଁ ଏହା ଏକ ଦର୍ଶନୀୟ ଗୃହ ବୋଲି କୁହା ଯାଏ । ଏହାର ବସିବା ସ୍ଥାନଶୋ ସମୟ ରେ 1204 ।[]

ଏହି ସୁନ୍ଦର ସିନେମା ଗୃହ ର ନକଷା ସ୍ଥପତି ଶୋରାବଜୀଭେଦ୍ଵାର କରିଥିଲେ । ଏହି ନିର୍ମାଣ ଦ୍ଵାରା ମୁମ୍ବାଇ ର ସମୁଦ୍ର ଥିବା ଜାଗା ର ପୁନର୍ବ୍ୟବହାର କରିବା ପ୍ରକଳ୍ପ ର ଆରମ୍ଭ 1938 ମସିହା ରେ ହେଇଥିଲା । []

1935 ମସିହା ରେ ଏରୋସ ସିନେମା ଘର ର ଭିତ୍ତି ପ୍ରସ୍ତର ସ୍ଥାପନ ହେଇଥିଲା। []ସିନେମା ଗୃହ 1938 ରେ ଆରମ୍ଭ ହେଲା ପରେ ଏହା ଚତୁର୍ପାର୍ଶ୍ୱ ରେ ଦୋକାନ ସମୂହ ଓ ବ୍ୟବସାୟିକ ସ୍ଥଳ ସବୁ ପରବର୍ତୀ 2 ବର୍ଷ ରେ ହେଇଥିଲା । ଏହି ଗୃହ ନିର୍ମାଣ ରେ ଆଂଶିକ ଭାବରେ ଆଗ୍ରା ର ବାଲି ପଥର ରବ୍ୟବହାର ହେଇଥିଲା । ଏହାର ବାରଣ୍ଡା ଓ ସୋପାନ ଧଳା ମାର୍ବଳ ରେ ନିର୍ମିତ । ଭାରତୀୟ ମୁରାଳ କଳା କୃତି ସବୁ କାନ୍ଥ ରେ ରହିଛି । 

ଆଧାର ସମୂହ 

  1. "Security tops India Inc.'s concerns after attacks". The Hindu. 3 December 2008. Retrieved 12 April 2011. {{cite news}}: Italic or bold markup not allowed in: |newspaper= (help); More than one of |accessdate= and |access-date= specified (help)
  2. ୨.୦ ୨.୧ Rahul Mehrotra, Sharada Dwivedi (1995). Bombay: the cities within. India Book House. p. 335. ISBN 81-85028-80-X.