ତୁଳସୀ ଡ୍ୟାମ, ମୁମ୍ବାଇ
ଦେଖଣା
ତୁଳସୀ ଡେମ, ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ମୁମ୍ବାଇ ସହର ନିକଟସ୍ଥ ମୁଳୁଣ୍ଡ ଠାରେ ଅବସ୍ଥିତ ଏକ ମାଟି ବନ୍ଧ । ଏହା ତୁଳସୀ ନଦୀ ଉପରେ ନିର୍ମିତ ।
ବୈଶିଷ୍ୟ
ଏହି ବନ୍ଧ ର ଗଭୀରତା 26 ମିଟର । ଏହାର ଲମ୍ବ 186 ମିଟର ହେଇଥିବା ବେଳେ ଏଠାରେ ସର୍ବମୋଟ ଜଳଧାରଣ କ୍ଷ୍ୟମତା 10,429.00 km3 (2,502.05 cu mi).[୧]
Purpose
ମୁମ୍ବାଇ ସହର ଓ ସହରତଳି ଅଞ୍ଚଳ କୁ ଜଳଯୋଗାଣ ପାଇଁ ଏହି ପ୍ରକଳ୍ପ ସହାୟତା ଦେଇଥାଏ ।
ପୁନଶ୍ଚ ଦେଖନ୍ତୁ
- Dams in Maharashtra
- List of reservoirs and dams in India