ଗିଲବର୍ଟ ହିଲ, ମୁମ୍ବାଇ
ଗିଲବର୍ଟ ହିଲ ଭାରତୀୟ ରାଜ୍ୟ ର ମହାରାଷ୍ଟ୍ର ରାଜ୍ୟ ର ରାଜଧାନୀ ତଥା ଭାରତ ର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା ସହର ମୁମ୍ବାଇ ର ଆନ୍ଧେରୀ ଅଞ୍ଚଳ ଠାରେ ଅବସ୍ଥିତ ଏକ ବିଶାଳ କାୟ ପ୍ରସ୍ତର ସ୍ତୂପ । ଏହାର ଉଚ୍ଛତା 200 ଫୁଟ ।ଏହା 66 ମିଲିୟନ ବର୍ଷ ପୂର୍ବେ ମୋଜଜାଇକ କାଳ ରେ ପୃଥିବୀ ର ତରଳ ଲାଭା ର ଉଦ୍ଗିରଣ ଦ୍ଵାରା ସୃଷ୍ଟି ହେଇଥିଲା । ଏହି ଲାଭା ବର୍ତମାନ ର ମହାରାଷ୍ଟ୍ର , ଗୁଜୁରାଟ ଓ ମଧ୍ୟପ୍ରଦେଶ ଆଦି ଅଞ୍ଚଳ ର 50,000 କିଲୋମିଟର ଅଞ୍ଚଳ କୁ ବ୍ୟାପ୍ତ ହେଇଥିଲା । ଏହି ଅଞ୍ଚଳ ର ଜୀବ ଓ ଉଦ୍ଭିଦ ଜଗତ କୁ ନଷ୍ଟ କିରିଦେଇଥିଲା .। [୧]
ବିଶେଷଙ୍ଗ୍ୟ ମାନଙ୍କ ମତରେ ଏହି ବିରଳ ଭୌଗୋଳିକ ପ୍ରକ୍ରିୟା ଦ୍ଵାରା ରିଗ ଓ ସ୍ଥାମ୍ଭାକାର ପାହାଡ ସମୂହ ର ସୃଷ୍ଟି ହେଇଥିଲା । ଏହି ସ୍ତୂପ ଗୁଡିକ ସହ କଲିଫରଣିଆ ର ୱ୍ଯୋମିଙ୍ଗ ଠାରେ ଥିବା ଡେଭିଲ ଟାୱାର ଜାତୀୟ ପାର୍କ ର ସାଦୃଶ୍ୟ ଦେଖାଯାଏ । [୨]
1952 ମସିହା ରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଗିଲବର୍ଟ ହିଲ କୁ ଜାତୀୟ ପାର୍କ ଭାବେ ଘୋଷଣା କରାଯାଇଥିଲା ।2007 ଆସିହା ରେ ମୁମ୍ବାଇ ମୁନିସିପାଲ କର୍ପୋରେଷଣ ଦ୍ଵାରା 2 ୟ ଗ୍ରେଡ ର ପ୍ରତ୍ନତତ୍ଵିକ ସମ୍ପଦ ହିସାବ ରେ ଘୋଷଣା କରାହେଇଥିଲା । ତତ୍ ଦ୍ଵାରା ଏଠାରେ ପ୍ରସ୍ତର ଖନନ ଓ ଅନନ୍ୟ ନିର୍ମାଣ କାର୍ଯ୍ୟ ରୋକା ଯାଇପାରିଥିଲା । କିନ୍ତୁ ସମୁଦ୍ର ଲବଣାକ୍ତ ବାୟୁ ହେତୁ ଏହା କ୍ରମଶଃ ଅବକ୍ଷୟ ଘଟୁଛି । [୩]
ଏହାର ଉପର ଭାଗ ରେ ଗାଓଦେବୀ ଓ ଦୁର୍ଗାମାତା ହିନ୍ଦୁ ମନ୍ଦିର ଏକ ସାନ ଉଦ୍ୟାନ ସହ ରହିଛି ଓ ଉପରକୁ ଯିବାକୁ ଏକ ସୋପାନ ରହିଛି । ହିଲ ଉପରୁ ମୁମ୍ବାଇ ର ସହରତଳି ଅଞ୍ଚଳ ର ବ୍ୟାପୃତ ଦୃଶ୍ୟ ଦେଖାଯାଇ
ଗିଲବର୍ଟ ହଲ କୁ ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ମହାରାଷ୍ଟ୍ର ସରକାର ଙ୍କ ପର୍ଯ୍ୟଟନ ବିଭାଗ ତରଫ ରୁ ଉଦ୍ୟମ ଚାଲିଛି । [୪]
ପୁନଶ୍ଚ ଦେଖଣା
- Devils Postpile National Monument
- Deccan Trap
ଆଧାର ସମୂହ
- ↑ Times of India (Bombay) article dated 16 December 2004.
- ↑ Thomas, Shibu (2007-09-10). "Gilbert Hill to be Heritage Structure". Times of India, Mumbai. Bennett, Coleman & Co. Ltd. Retrieved 2008-05-02.
{{cite news}}
: More than one of|accessdate=
and|access-date=
specified (help) - ↑ Singh, Vijay (2006-07-06). "Gilbert Hill is on shaky ground". The Times Of India. Retrieved 2006-07-06.
{{cite news}}
: More than one of|accessdate=
and|access-date=
specified (help) - ↑ Times of India - Efforts on to get Gilbert Hill on tourist map