Jump to content

ଶ୍ରୀଶୈଲମ

ଉଇକିପିଡ଼ିଆ‌ରୁ
୨୩:୩୯, ୧୪ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Srisailam") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

  ଶ୍ରୀଶୈଲମ , (Kannada : ಶ್ರೀಶೈಲ shrīshaila , Telugu : శ్రీశైలం śrīśailaṃ ) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶ ର କୁର୍ନୁଲ ଜିଲ୍ଲା ର ନଲ୍ଲାମାଳା ପାହାଡ ଉପରେ ଥିବା ଭଗବାନ ମଲ୍ଲିକାର୍ଜୁନ ଙ୍କ ମନ୍ଦିର । ଏହା କ୍ରୀଷ୍ଣା ନଦୀ ଅ ତଟ ରେ ଓ ହାଇଦେରବାଦ ଠାରୁ 212 କିଲୋମିଟର ଦୂର ରେ ଅବସ୍ଥିତ । ଏହା ବହୁ ପୁରାତନ କାଳ ରୁ  ହିନ୍ଦୁ ଧର୍ମ , ସଂସ୍କୃତି ଓ ସାମାଜିକ ଇତିହାସ ରେ ଏକ ବିଶିଷ୍ଟ ସ୍ଥାନ ଗ୍ରହଣ କରି ଆସୁଛି । ତଥ୍ୟ ଅନୁସାରେ ଜଣା ଯାଏ  ଯେ ଶ୍ରୀଶୈଲମ ର ଇତିହାସ ଶତବାହନ ପ୍ରଥମ ଦକ୍ଷିଣ ରେ ସମ୍ବ୍ରାଜ୍ୟ ର ଆରମ୍ଭ କଳା ବେଳ ଠାରୁ ରହିଛି । ସଂସ୍କୃତ ଗ୍ରନ୍ଥ ରେ ଶ୍ରୀଶୈଲମ ଉପରେ ନିମ୍ମ ବର୍ଣନା ରହିଛି 

" श्रीशैल शिखर दृष्ट्वा पुनः जन्म न विद्यते । "

In native script, "శ్రీశైల శిఖర దృష్ట్వా పునః జన్మ న విద్యతే ।"
"śrīśaila śikhara dṛṣṭvā punaḥ janma na vidyate ।"

ଅର୍ଥାତ " ଶିଖର ବା ଶ୍ରୀଶୈଲମ ର ଶ୍ରୁଙ୍ଗ ଦର୍ଶନା କାଲେ ପୁନର ଜନ୍ମ ରୁ ମୁକ୍ତି ମିଳିଥାଏ । 

Geography

ଶ୍ରୀଶୈଲମ ର ଅବସ୍ଥିତି ର ଦିଗବାରେଣୀ ହେଲା 16°04′26″N 78°52′05″E / 16.074°N 78.868°E / 16.074; 78.868.[] ସମୁଦ୍ର ପତ୍ତନ ଠାରୁ ଏହା 1345 ଫୁଟ ଉପରେ ରହିଛି । 

Temples

ଶ୍ରୀଶୈଲମ ଠାରେ ଥିବା ମଲ୍ଲିକାର୍ଜୁନ ମନ୍ଦିର ଭାରତ ର 12 ଟି ଜ୍ୟୋତିଲିଙ୍ଗ ମନ୍ଦିର ଭିତରୁ ଅନ୍ୟତମ । ପ୍ରଥମେ ଏହାକୁ ଶ୍ରୀଗିରି କୁହାଯାଉଥିଲା । ଏଠାରେ ଭ୍ରମରମ୍ଭା ମନ୍ଦିର ମଧ୍ୟ ରହିଛି । ଏହା ଭାରତ ର 18 ଟି ଶକ୍ତି ପିଠା ମଧ୍ୟ ରୁ ଏକ ହେଇଥିବାର କୁହାଯାଏ ।  


ପୁନଶ୍ଚ ଦେଖଣା 

  • Shivananda Lahari

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ