ଚିତ୍ତରଞ୍ଜନ ଆଭେନ୍ୟୁ , କଲିକତା
ଚିତ୍ତରଞ୍ଜନ ଆଭେନ୍ୟୁ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର କଲିକତା ସହର ମଧ୍ୟ ରେ ଥିବା ଏକ ସଡକ ପଥ ଯାହା ଆଗରୁ ସେଣ୍ଟ୍ରାଲ ଆଭେନ୍ୟୁ ନାମ ରେ ପରିଚିତ ଥିଲା । ଉତ୍ତର - ଦକ୍ଷିଣ କୁ ଯାଉଥିବା ଏହି ମୁଖ୍ୟ ସଡକ ଉତ୍ତର ଓ କେନ୍ଦ୍ରୀୟ କଲିକତା କୁ ଯୋଗାଯୋଗ ରଖେ ।
ପରିବ୍ୟାପ୍ତି
ଦକ୍ଷିଣ ରେ ଏସପ୍ଲାନେଡ ଠାରୁ ଉତ୍ତର ରେ ଶୋଭାବଜାର ଯାଏ ବ୍ୟାପ୍ତ ଏହି ଅଭେନ୍ୟୁ ଏକ ବ୍ୟସ୍ତ ସଡକ ପଥ ।
ତାପ୍ତର୍ଜ୍ୟ
କଲିକତା ର ଶିରାପ୍ରଶିରା କୁହା ଯାଉଥିବା ଏହି ସଡକ ଦକ୍ଷିଣ କଲିକତା ରୁ କେନ୍ଦ୍ର କଲିକତା କୁ ସଂଯୋଗ ଦଉଥିବା ମୁଖ୍ୟ ରାସ୍ତା । କଲିକତା ମେଟ୍ରୋ ରେଳ ଲାଇନ ମୁଖ୍ଯତଃ ଏହି ରାସ୍ତା ତଳେ ଯାଇଛି । ଏହି ରାସ୍ତା ରେ ଥିବା ମୁଖ୍ୟ ଅଞ୍ଚଳ ଗୁଡିକ ଶୋଭା ବଜାର ,ଗିରୀଶ ପାର୍କ , ଜୋରସଙ୍କୋ , ମେଡିକାଲ କଲେଜ , ଅଲ ଇଣ୍ଡିଆ ଇନ୍ସଟିଟିଉଟ ଅଫ ହାଇଜିନ ଆଣ୍ଡ ପବ୍ଲିକ ହେଲଥ , ବୌବଜାର , ଚାନ୍ଦିନୀ ଚଉକ , ଓ ଏସପ୍ଲାନେଡ ।
କାର୍ଯ୍ୟକାରିତା
ଏହି ରାସ୍ତା ଦ୍ଵି-ଦିଗ ବିଶିଷ୍ଟ । କିନ୍ତୁ ଛକ ଗୁଡିକ ସବୁ ଦିଗ ରେ ଯିବା ପାଇଁ ବ୍ୟବହାର ହେଇଥାଏ । ବାହନ ଗୁଡିକ କେବଳ ନିର୍ଦ୍ଧିଷ୍ଟ ଦିଗ ରେ ବୁଲାଣି କରି ପାରନ୍ତି । .
ବସିୟତ
ପଶ୍ଚିମ ବଙ୍ଗ ର ଜଣେ ପ୍ରବାଦ ପୁରୁଷ ଦେଶାବନ୍ଧୁ ଚିତ୍ତରଞ୍ଜନ ଦାସ ଙ୍କ ନାମାନୁସାରେ ପୂର୍ବତନ କେନ୍ଦ୍ରୀୟ ଅଭେନ୍ୟୁ କୁ ଚିତ୍ତରଞ୍ଜନ ଅଭେନ୍ୟୁ ଭାବରେ ନମିତା କରାଯାଇଛି ।
ପୁନଶ୍ଚ ଦେଖନ୍ତୁ
This Indian road or road transport-related article is a stub. You can help Wikipedia by expanding it. |