ମେଟ୍ରୋପଲିଟାନ ସୌଧ , କଲିକତା
ମେଟ୍ରୋପଲିଟାନ ସୌଧ (ବଙ୍ଗଳା: মেট্রোপলিটান বিল্ডিং) କଲିକତା ର ଜବାହାରଲା ନେହେରୁ ମାର୍ଗ ରେ ତ୍ଥିବା ଏକ ପ୍ରାଚୀନ ଓ ଏଇତିହାସିକ ସୌଧ । ବ୍ରିଟିଶ ଅମଳ ରେ ଏହା ଏକ ବୃହତ ବିଭାଗୀକୃତ ଭଣ୍ଡାର ଭାବରେ ବ୍ଯବହ୍ରୁତ ହାଉଥିଲା ଓ ଏହାର ନାମ ମଦଜ୍ଞା ଅଲଗା ଥିଲା । ( Whiteway Laidlaw department store ) । ଏହି ସୌଧ 1905 ମସିହା ରେ ନିର୍ମିତ ହେଇଥିଲା । ସ୍ଵାଧୀନତା ପରେ ମେଟ୍ରୋପଲିଟାନ ଇଂସୁରେନ୍ସ କମ୍ପାନୀ ମାଲିକାନା କୁ ଆସିବା ପରେ ଏହାକୁ ମେଟ୍ରୋପଲିଟାନ ସୌଧ କୁହାଯାଏ । [୧][୨]
ଶହୀଦ ମିନାର ଓ ଗ୍ରାଣ୍ଡ ହୋଟେଲ ଏହା ପାଖରେ ରହିଛି । .
ଧ୍ଵଂଶତା
1991 ମସିହା ରେ ଅଗ୍ନିକାଣ୍ଡ ଘଟି ଏହି ସୌଧ ର ଉପର ମହଲା ଓ ଏଠାରେ ଥିବା ପୃଥିବୀ ର ସର୍ବପୁରାତନ ଫୋଟୋ ଷ୍ଟୂଡିଓ କମ୍ପାନୀ ବୌର୍ଣେ ଆଣ୍ଡ ଶେପାର୍ଡ ର ଦୋକାନ ସମ୍ପୂର୍ଣ ନଷ୍ଟ ହେଇଯାଇଥିଲା । [୩] ଷ୍ଟୂଡିଓ ଟି ଏଠାରେ 19 ତମ ଶତାବ୍ଦୀ ରୁ ଥିଲା । .[୪]
ପୁନରୁଦ୍ଧାର
The building was restored by the Life Insurance Corporation of India (LIC). But it still houses a commercial complex.[୫] The building was freshly repainted with white and golden paint and its exterior structure was also renovated while making extensive changes within.
ଗେଲେରୀ
-
Metropolitan Building in Esplanade, Kolkata after the recent renovation.
-
The building under renovation.
ପୁନଶ୍ଚ ଦେଖଣା
- Esplanade, Kolkata
- Jawaharlal Nehru Road
- Chowringhee
ଆଧାର ସମୂହ
- ↑ INTACH (Guide to Kolkata). INTACH. 2009.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Ray, Saikat (16 September 2012). "History can mean big business too". Times of India (Kolkata). Retrieved 31 December 2013.
{{cite news}}
: More than one of|accessdate=
and|access-date=
specified (help)