ଚନ୍ଦ୍ରକେତୁଗଡ , କଲିକତା
ଦେଖଣା
ଚନ୍ଦ୍ରକେତୁଗଡ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର କଲିକତା ଠାରୁ 35 କିଲୋମିଟର ଦୁରବର୍ତୀ ଏକ ପ୍ରତ୍ନତତ୍ଵ ସ୍ଥଳୀ । ଏହା 24 ପ୍ରଗଣା ଜିଲ୍ଲା ରେ ଅବସ୍ଥିତ । ଏହା ନିକଟ ରେ ବେରାଚମ୍ପା ନାମକ ସହର ରହିଛି ଓ ହାରଓୟା ରେଳଷ୍ଟେସନ ମଧ୍ୟ ରହିଛି ।
ଏଠାରେ ବହୁ ବର୍ଷ ଧରି ପ୍ରତ୍ନତତ୍ଵ ଖନନ ପରେ ବହୁଳ ପରିମାଣ ରେ ଏଇତିହାସିକ ସ୍ଥାପତ୍ୟ ମାନଙ୍କ ଭଗ୍ନାବଶେଷ ଉଦ୍ଧାର କର ହେଇଛି । ସେ ସବୁ ର ଶ୍ରେଣୀ ବିଭାଗ କାର୍ଯ୍ୟ ବର୍ତମାନ ଚାଲିଛି ।
ଏଠାରେ ଖ୍ରୀଷ୍ଟ ପୂର୍ବ 400 ମସିହା ରୁ 100 ମସିହା ଯାଏ ଚାଲୁଥିବା ଉତ୍ତରାଞ୍ଚଳ ର ପାଳିସ କରା ବାସନ ଉଦ୍ଧାର ହେଇଥିବାର ଅନୁମାନ କରାଯାଇଥାଏ । ଏଠାରେ ମୌର୍ଯ୍ୟ , କୁଶାଣ ଓ ଗୁପ୍ତ ସମ୍ବ୍ରାଜୀ ସମୟ ର ବସ୍ତୁ ମଧ୍ୟ ମିଳିଥିନ୍ବାର କୁହ ଯାଏ ।
ପୁନଶ୍ଚ ଦେଖଣା
- Wari-Bateshwar ruins
- Shunga Empire
ଆଧାର ସମୂହ
- Chandraketugarh : A Treasure House of Bengal Terracottas - Enamul Haque. Dhaka, The International Centre for Study of Bengal Art, 2001, 416 p., 678 illustrations including 400 in colour, figures, plates, maps, ISBN 984-8140-02-6. [୧]
- Chandraketugarh : A Lost Civilization - Gourishankar De and Shubhradip De. Kolkata, Sagnik Books, 2004, 109 p., 34 photos, [୨]
ବାହ୍ୟ ସଂଯୋଗ ସବୁ
- Banglapedia article
- Website concerning Chandraketugarh
- Photos
- Interview with Prof. Joachim K. Bautze
- Timeline of excavation with photos
- collection of relics
- Chandraketugarh
- A plaque of Chandraketugarh
- A travel article on Chandraketugarh by Rangan Datta
- A Travel Article on Archeological Sites near Calcutta by Rangan Datta
- Rangan Datta's Home Page