ଗୋକୁଳ
ଦେଖଣା
ଗୋକୁଳ , ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ର ମଥୁରା ଜିଲ୍ଲା ରେ ଏକ ମୁନିସିପାଲିଟି । ଏହା ମଥୁରା ଠାରୁ ଦକ୍ଷିଣ -ପୂର୍ବ ଦିଗ ରେ 15 କିଲୋମିଟର ଦୂର ରେ ଅବସ୍ଥିତ । ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ତାଙ୍କର ବାଲ୍ୟ କାଳ ଏଠାରେ ବିତେଇଥିଲେ ।
ବେଦ ର ପାଣ୍ଡୁଲିପି ରେ
ଜନ ଆବାଦୀ
2001 ଜନଗଣନା [୧]ଅନୁସାରେ ଗୋକୁଳା ର ଜନସଂଖ୍ୟା 4041 ଥିଲା । ଏଠି ମଧ୍ୟ ରୁ 55% ପୁରୁଷ ଥିବା ବେଳେ 45 % ମହିଳା ଥିଲେ । ଗୁକୁଳ ର ସାକ୍ଷ୍ୟରତା ହାର 60 % ଥିଲା ଯାହା ଜାତୀୟ ହାର 59,5 ରୁ କିଞ୍ଚିତ ଅଧିକ । 8 ବର୍ଷ ରୁ କମ ଆବାଡି 18% ଥିଲା ।
ଅବସ୍ଥିତି
ଗୋକୁଳା ର ଭୌଗୋଳିକ ଅବସ୍ଥିତି 27°27′N 77°43′E / 27.45°N 77.72°E.[୨] Iଏହା ସମୁଦ୍ରପତ୍ତାନ ଠାରୁ 534 ଫୁଟ ଉପରେ ରହିଛି ।
ଆଧାର ସମୂହ
- ↑
{{cite web}}
: Empty citation (help) - ↑ Falling Rain Genomics, Inc - Gokul