Jump to content

ଆଲାହାବାଦ ସଂଗ୍ରହାଳୟ

ଉଇକିପିଡ଼ିଆ‌ରୁ
୧୦:୧୦, ୧୩ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Allahabad Museum") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଆଲାହାବାଦ ସଂଗ୍ରହାଳୟ , ଭାରତୀୟରାଜ୍ୟ ଉତ୍ତର ପ୍ରଦେଶ ର ଆଲାହାବାଦ[][] ଠାରେ ଅବସ୍ଥିତ ଏକ ଜାତୀୟ ସ୍ତର ର ସଂଗ୍ରହାଳୟ । ଏହା 1931[] ରେ ସ୍ଥାପିତ ହେଇଥିଲା । ଏଥିରେ ଅନେକ ପ୍ରାଚୀନ ଓ ଦୁର୍ଲଭା ଏଇତିହାସିକ ବସ୍ତୁ ସମୂହ ଓ କଳା କୃତି  ରକ୍ଷା ଯାଇଛି ।  ଏହା ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ଅନୁଦାନ ପ୍ରାପ୍ତ 

ସଂଗ୍ରହ 

ଏହି ମୁଜିଅମ ରେ ମଥୁରା , ଭୂମରା , ଜସମତ ଅଞ୍ଚଳ ର ସ୍ଥାପତ୍ୟିକ ବସ୍ତୁ , କଉସାମ୍ବି ର ଟେରାକୋଟା ଅଙ୍କନ ସବୁ , ନିକୋଲାସ ରୋଏଇଚ ଙ୍କ ଅଙ୍କିତା ଦୁର୍ଲଭ ଚିତ୍ର ଓ ବେଙ୍ଗଲ ଆର୍ଟ ସ୍କୁଲ ର ଚିତ୍ରାବଳି ରହିଛି । ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଆତ୍ମଜୀବନୀ ର ମୂଳ ପାଣ୍ଡୁଲିପି , ଚନ୍ଦ୍ରଶେଖର ଅଜଡ ଙ୍କ .32 ପିସ୍ତଲ ଇତ୍ୟାଦି ବହୁମୂଲ୍ୟ ପ୍ରାଚୀନ ବସ୍ତୁ ଏଠାରେ ରହିଛି । 

ଅବସ୍ଥିତି 

କମଳା ନେହେରୁ ମାର୍ଗ ଠାରେ ଅ୍ଯାଲ୍ଫ୍ରେଡ ପାର୍କ ର ସନ୍ନିକଟ ରେ ଏହାର ଅବସ୍ଥିତି । ଏଠାରେ ସ୍ଵାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜଦ ତାଙ୍କ ପ୍ରାଣବଳି ଦେଇଥିଲେ । 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. http://www.business-standard.com/article/news-ani/museum-reform-ministry-of-culture-starts-14-point-agenda-115122700440_1.html
  2. "Spread awareness on rich cultural heritage: Governor". The Times of India. May 13, 2012.
  3. "Allahabad Museum to celebrate Foundation Day". The Times of India. Mar 5, 2010.

ବାହ୍ୟ ସଂଯୋଗ