Jump to content

ଆଲାହାବାଦ ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ‌ରୁ
୦୬:୨୬, ୧୩ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Allahabad High Court") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଏଲାହାବାଦ ହାଇ କୋର୍ଟ ବା ଏଲାହାବାଦ ଉତ୍ଚ ନ୍ୟାୟାଳୟ ଏକ ହାଇ କୋର୍ଟ । ଏହା ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ର ଏଇତିହାସିକ ସହର ଏଲାହାବାଦ ଠାରେ 1869 ରୁ ସ୍ଥାପିତ ହେଇ ସମଗ୍ର ଉତ୍ତର ପ୍ରଦେଶ ର ଦାୟିତ୍ଵ ନେଇଥାଏ । ଏହା ଭାରତ ର ସର୍ବ ପ୍ରଥମ ହାଇ କୋର୍ଟ । 

ଇତିହାସ 

ଉତ୍ତର ପଶ୍ଚିମ ପ୍ରଭିନ୍ସ ରୂପେ ଏଲଲାହାବାଦ ମାନ୍ୟତା ପାଇବା ପରେ 1834 ମସିହା ରେ ଏଠାରେ ବ୍ରିଟିଶ ମାନଙ୍କ ଦ୍ଵାରା ହାଇକୋର୍ଟ ସ୍ଥାପନ ହେଲା । ମାତ୍ର ଏହା ବର୍ଷକ ପରେ ଆଗ୍ରା କୁ ଉଠାଇ ନିଆ ଯାଇଥିଲା । 1868 ଏହା ପୁନର୍ବାର ଏଲାହାବାଦ କୁ ସ୍ଥାନାନ୍ତର ହେଇ ସ୍ଥାୟୀ ଭାବରେ ରହିଲା । ପୂର୍ବତନ ହାଇ କୋର୍ଟ ଅସ୍ଥାୟୀ ଭାବରେ ଏଲାହାବାଦ ବିଶ୍ୱବିଦ୍ୟାଳୟ ର କେମ୍ପସ ଭିତରେ  ଥିଲା । 

ପ୍ରଥମେ ଭାରତୀୟ ହାଇ କୋର୍ଟ ଆକ୍ଟ 1861 ଅନୁସାରେ ଏହା ପ୍ରଥମେ ଉତ୍ତର -ପଶ୍ଚିମ ପ୍ରଭିନ୍ସ ପାଇଁ ଆଗ୍ରା ରେ ରହି ଏଲାହାବାଦ କୁ ଆସିଥିଲା । ସାର ୱାଲ୍ଟର ମର୍ଗାନ ଓ ସିମ୍ପସନ ଏହାର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଓ ରେଜିଷ୍ଟ୍ରାର ରହିଥିଲେ । 

2000 ମସିହା ରେ ଉତ୍ତର ପ୍ରଦେଶ ଭାଗ ହେଇ ଉତ୍ତରାଞ୍ଚଳ ରାଜ୍ୟ ଗଠନ ହେଲା ପରେ ଏହା ପାଇଁ ଭିନ୍ନ ହାଇ କୋର୍ଟ ଆଗ୍ରା ସହର ରେ ସ୍ଥାପିତ ହେଲା । 

ମୁଖ୍ୟ କୋର୍ଟ ଓ ସଖା ସମୂହ 

ଏହାର ମୁଖ୍ୟ ଦପ୍ତର ଓ କୋର୍ଟ ଇଲାହାବାଦ ଠାରେ ଥିବା ବେଳେ , ଲକ୍ଷ୍ନୋ ଠାରେ ଏହାର ସ୍ଥାୟୀ ଶାଖା ବେଞ୍ଚ ରହିଛି । ଏହି ହାଇ କୋର୍ଟ ର ସମୁଦାଯ ବିଚାରପତି ଙ୍କ ସର୍ବୋଛ ସଂଖ୍ୟା 1060 , ଯାହା ଭାରତତ ର ସବୁ ହାଇ କୋର୍ଟ ଠାରୁ ଅଧିକ । 

ମୁଖ୍ୟ ନ୍ୟାୟାଧୀଶ 

ଦିଲୀପ ବାବାସାହେବ ଭୋସଲେ ଏହାର ମୁଖ୍ୟ ନ୍ୟାୟାଧୀଶ ଥିଲେ ।  [][]

ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ମାନଙ୍କ ତାଲିକା 

# Chief Justice Term
1 Walter Morgan 1866–1871
2 Robert Stuart 1871–1884
3 William Comer Petheram 1884–1886
4 John Edge 1886–1898
5 Louis Addin Kershaw 1898
6 Arthur Strachey 1898–1901
7 John Stanley 1901–1911
8 Henry Richards 1911–1919
9 Edward Grimwood Mears 1919–1932
10 Shah Muhammad Sulaiman 1932–1937
11 John Gibb Thom 1937–1941
12 Iqbal Ahmad 1941–1946
13 Kamala Kanta Verma 1946–1947
14 Bidhu Bhushan Malik 1947–1955
15 O.H. Mootham 1955–1961
16 Manulal Chunilal Desai 1961–1966
17 Vashishtha Bhargava 25 February 1966 – 7 August 1966
18 Nasirullah Beg 1966–1967
19 Vidyadhar Govind Oak 1967–1971
20 Shashi Kanta Verma 1971–1973
21 Dhatri Saran Mathur 1973–1974
22 Kunwar Bahadur Asthana 1974–1977
23 D. M. Chandrashekhar 1977–1978
24 Satish Chandra 1978–1983
25 Mahesh Narain Shukla 1983–1985
26 Hriday Nath Seth 1986
27 Kalmanje Jagannatha Shetty 1986–1987
28 Dwarka Nath Jha 1987
29 Amitav Banerji 1987–1988
30 Brahma Nath Katju 1988–1989
31 B. P. Jeevan Reddy 1990–1991
32 M. K. Mukherjee 1991–1993
33 S. S. Sodhi 1994–1995
34 A. Lakshman Rao 1995–1996
35 D. P. Mohapatra 1996–1998
36 N. K. Mitra 1999–2000
37 Shyamal Kumar Sen 8 May 2000 – 24 November 2002
38 Tarun Chatterjee 31 January 2003 – 26 August 2004
39 Ajoy Nath Ray 11 January 2005 – 26 January 2007
40 Hemant Laxman Gokhale 7 March 2007 – 8 March 2009
41 Chandramauli Kumar Prasad 20 March 2009 – 7 February 2010
42 Ferdino Rebello 26 June 2010 – 30 July 2011
43 Syed Rafat Alam 4 August 2011 – 8 August 2012
44 Shiva Kirti Singh 17 October 2012 – 18 September 2013
45 Dhananjaya Y. Chandrachud 31 October 2013 – 12 May 2016
46 Dilip Babasaheb Bhosale [][] 30 July 2016- till date

ରିପୋର୍ଟ ଓ ଉଲ୍ଲେଖ 

ଇଲାହାବାଦ ଲ ଟାଇମସ , ଇଲାହାବାଦ ଲ ଜର୍ନାଲ ଏହି କୋର୍ଟ ର ମୁଖ୍ୟ ନିର୍ଣୟ ସମୂହ ଓ ମୁଖ୍ୟ ମକଦମା ସମୂହ କୁ ରିପୋର୍ଟ ଆକାର ରେ ପ୍ରକାଶ କରିଥାନ୍ତି ଯାହା ଅନନ୍ୟ ନ୍ୟାୟଳୟ ମାନଙ୍କ ପାଇଁ ମାର୍ଗଦର୍ଶକ ହେଇଥାଏ । ଦେଶ ର ଅନେକ ମୁଖ୍ୟ ମକଦମା ଏହି ନ୍ୟାୟଳୟ ରେ ଫଇସଲା ହେଇଛି । 

ନୋଟ ସମୂହ 

ଆଧାର 

ବାହ୍ୟ ସଂଯୋଗ